Jump to content

ପ୍ରତିମା ମଣ୍ଡଳ

ଉଇକିପିଡ଼ିଆ‌ରୁ
ପ୍ରତିମା ମଣ୍ଡଳ
ସାଂସଦ: ୧୬ଶ, ୧୭ଶ୧୮ଶ ଲୋକ ସଭା
Assumed office
୨୦୧୪
ପୂର୍ବ ଅଧିକାରୀତରୁଣ ମଣ୍ଡଳ
ନିର୍ବାଚନ ମଣ୍ଡଳୀଜୟନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-02-16) ୧୬ ଫେବୃଆରୀ ୧୯୬୬ (ବୟସ ୫୯)
ଗୌରଦାହା, କାନ୍ନିଙ୍ଗ, ପଶ୍ଚିମ ବଙ୍ଗ, ଭାରତ
ନାଗରିକତା India
ଜାତୀୟତାଭାରତୀୟ
ରାଜନୀତିକ ଦଳତୃଣମୂଳ କଂଗ୍ରେସ
ଜୀବନ ସାଥୀନାରାୟଣ ଚନ୍ଦ୍ର ମଣ୍ଡଳ
ସନ୍ତାନ୧ ପୁଅ ଓ ୧ ଝିଅ
ବୋଉଉମା ନସ୍କର
ବାପାଗୋବିନ୍ଦ ଚନ୍ଦ୍ର ନସ୍କର
ଘରକଲିକତା
ଶିକ୍ଷାଏମ୍.ଏ., ବି.ଇଡି.
ଶିକ୍ଷାନୁଷ୍ଠାନକଲିକତା ବିଶ୍ୱବିଦ୍ୟାଳୟ
ବୃତ୍ତିରାଜନୀତିଜ୍ଞ
ପେଷାଡବ୍ୟୁବିସିଏସ୍ ଅଧିକାରୀ

ପ୍ରତିମା ମଣ୍ଡଳ (ଜନ୍ମ: ୧୬ ଫେବୃଆରୀ ୧୯୬୬) ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୧୪, ୨୦୧୯ ଓ ୨୦୨୪ ଲୋକ ସଭା ନିର୍ବାଚନରେ, ସେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ଭାବରେ ଜୟନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ସାଂସଦର ତଳ ସଦନ ଲୋକ ସଭାର ଯଥାକ୍ରମେ ୧୬ଶ, ୧୭ଶ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ବାପା ଗୋବିନ୍ଦ ଚନ୍ଦ୍ର ନସ୍କାର ମଧ୍ୟ ଜଣେ ରାଜନେତା ଥିଲେ ଏବଂ ସାଂସଦ ଭାବରେ ପୂର୍ବରୁ କାର୍ଯ୍ୟ କରିଥିଲେ ।[][][][][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୧୯୬୬ ମସିହାର ଫେବୃଆରୀ ୧୬ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ରାଜନୀତିରେ ଯୋଗ ଦେବା ପୂର୍ବର ସେ ଜଣେ ଡବ୍ୟୁବିସିଏସ୍ ଅଧିକାରୀ ଥିଲେ ।[][][]

  1. "Mondal, Smt. Pratima". LOK SABHA. Retrieved 17 May 2014.
  2. "Pratima Mondal". india.gov.in. Retrieved 17 May 2014.
  3. "Pratima Mondal". PRS Legislative Research. Retrieved 17 May 2014.
  4. "General Elections 2014 - Constituency Wise Detailed Results" (PDF). West Bengal. Election Commission of India. Retrieved 21 June 2016.
  5. "Constituencywise-All Candidates". Eciresults.nic.in. Archived from the original on 2014-05-17. Retrieved 2016-06-21.
  6. "Pratima Mondal". oneindia. Retrieved 12 June 2014.
  7. "Pratima Mondal (Criminal & Asset Declaration)". myneta.info. Retrieved 12 June 2014.
  8. "Lok Sabha Elections 2014 – Know Your Candidates". Pratima Naskar. All India Trinamool Congress. Archived from the original on 25 ଜୁନ 2014. Retrieved 12 ଜୁନ 2014.