Jump to content

ପ୍ରତିଭା ପଲ

ଉଇକିପିଡ଼ିଆ‌ରୁ
ପ୍ରତିଭା ପଲ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷଏବେଯାଏଁ

ପ୍ରତିଭା ପଲ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଦିଲ୍ ଦୋସ୍ତି ଡ୍ୟାନ୍ସ,[] ଭଁୱର, ଭାରତ କା ବୀର ପୁତ୍ର – ମହାରଣା ପ୍ରତାପ[]ଆହାଟ (ସିଜିନ୍ ୬)ରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[]

ଟେଲିଭିଜନ

[ସମ୍ପାଦନା]
କାର୍ଯ୍ୟକ୍ରମ/ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ଦିଲ୍ ଦୋସ୍ତି ଡ୍ୟାନ୍ସ ଚେନାଲ୍ ଭି
ଭଁୱର ସୋନି ଟିଭି
ଭାରତ କା ବୀର ପୁତ୍ର – ମହାରଣା ପ୍ରତାପ
ଆହାଟ (ସିଜିନ୍ ୬)
  1. "Anusua, Jason and Pratibha to join Sumedh in Dil Dostii Dance". Tellychakkar. 20 June 2014. Retrieved 2 June 2015.
  2. "Pratibha Paul in Bharat Ka Veer Putra-Maharana Pratap". All TV shows. 18 April 2015. Archived from the original on 6 July 2015. Retrieved 2 June 2015.
  3. "Pratibha Paul to feature on Aahat!". Punjabi Junction. 27 May 2015. Archived from the original on 6 July 2015. Retrieved 2 June 2015.