ପ୍ରକାଶ ଚନ୍ଦ୍ର ନାୟକ
ଦେଖଣା
ପ୍ରକାଶ ଚନ୍ଦ୍ର ନାୟକ (ଜନ୍ମ:୨ ସେପ୍ଟେମ୍ବର ୧୯୪୧) ଓଡ଼ିଶା ତଥା ଛତିଶଗଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[୧][୨]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ପ୍ରକାଶ ଚନ୍ଦ୍ର ନାୟକ ୨ ସେପ୍ଟେମ୍ବର ୧୯୪୧ରେ ଜନ୍ମ ଗ୍ରହଣ କରିଥିଲେ । ୨୨ ଡିସେମ୍ବର ୧୯୬୫ରେ ସେ ଏକ ଆଡଭୋକେଟ୍ ଭାବରେ ନାମ ଲେଖାଇ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ମଧ୍ୟପ୍ରଦେଶରେ ଉପ ଆଡଭୋକେଟ୍ ଜେନେରାଲ୍ ଭାବରେ କାର୍ଯ୍ୟ ସଂପାଦନ କରିଥିଲେ । 16.3.1994ରେ ମଧ୍ୟପ୍ରଦେଶ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ[୨] ଏବଂ 11.4.1994ଠାରୁ 14.4.2002 ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟରତ ଥିଲେ ।
ଅଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-14.
- ↑ ୨.୦ ୨.୧ "Judges | High Court Chhattisgarh". highcourt.cg.gov.in. Archived from the original on 2025-01-14. Retrieved 2025-01-14.