ପୋଟଳ

ଉଇକିପିଡ଼ିଆ ରୁ
Jump to navigation Jump to search
ପୋଟଳ
Trichosanthes dioica.JPG
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Cucurbitales
କୁଳ: Cucurbitaceae
ପ୍ରଜାତି: Trichosanthes
ଜାତି: T. dioica
ବାଇନୋମିଆଲ ନାମ
Trichosanthes dioica

ଏହାକୁ ଇଂରାଜୀରେ Pointed Guard ବା ହିନ୍ଦୀରେ परवल କୁହାଯାଏ I ଏହା ଏକ ଆକର୍ଷଣୀୟ ପରିବା ଏବଂ ଏହାକୁ ବ୍ୟବହାର କରି ବହୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ ଯାହା ପ୍ରାୟ ସମସ୍ତଙ୍କ ମନପସନ୍ଦ ହୋଇଥାଏ I ଆମ୍ଭେ ପୋଟଳ ରସା, ପୋଟଳ ବେସନ, ପୋଟଳ ଚିପ୍ସ, ପୋଟଳ ଭଜା, ତରକାରୀ ଇତ୍ୟାଦି ରୁଚିକର ବ୍ୟଞ୍ଜନ ପୋଟଳରୁ ପ୍ରସ୍ତୁତ କରାଯାଏ ।