ପୃଥ୍ୱୀ (କ୍ଷେପଣାସ୍ତ୍ର)

ଉଇକିପିଡ଼ିଆ‌ରୁ
(ପୃଥ୍ବୀ (କ୍ଷେପଣାସ୍ତ୍ର)ରୁ ଲେଉଟି ଆସିଛି)
ପୃଥ୍ୱୀ ମିସାଇଲ
Type Short Range Ballistic Missile
Place of origin India
Service history
In service 1994 (Prithvi I)
Used by Indian Armed Forces
Production history
Manufacturer Defence Research and Development Organisation (DRDO)
Bharat Dynamics Limited (BDL)
Produced February 25, 1988 (Prithvi I)
January 27, 1996 (Prithvi II)
January 23, 2004 (Prithvi III)
Specifications
Weight 4,400 kg (Prithvi I)
4,600 kg (Prithvi II)
5,600 kg (Prithvi III)
Length 9 m (Prithvi I)
8.56 m (Prithvi II, Prithvi III)
Diameter 110 cm (Prithvi I, Prithvi II)
100cm (Prithvi III)

Engine Single Stage liquid fuel dual motor(Prithvi I, Prithvi II),
Single Stage Solid Motor (Prithvi III)
Operational
range
150 km (Prithvi I)
250-350 km (Prithvi II)
350 - 600 km (Prithvi III)
Guidance
system
strap-down inertial guidance
Launch
platform
8 x 8 Tata Transporter Erector Launcher

ପୃଥ୍ୱୀi (ସଂସୃତରେ  pṛthvī "Earth")ଏକ ଶଟ- ରେଞ୍ଜ ବିଶିଷ୍ଟ ଭୂମି -ରୁ-ଭୂମି ନିକ୍ଷ୍ଯେପଣ କରାଯାଇପାରୁଥିବା ମିସାଇଲ  (SRBM) । ଏହା ଭାରତୀୟ ସରକାରଙ୍କ " Integrated Guided Missile Development Program" (IGMDP).ଦ୍ୱାରା ନିର୍ମିତ ଓ ଭାରତୀୟ କମାଣ୍ଡ ଫୋର୍ସଦ୍ୱାରା ନିଯୋଜିତ ହେଇଥାଏ । 

ଉନ୍ନୟନ ଓ ନିର୍ମାଣ ଇତିହାସ [ସମ୍ପାଦନା]

କ୍ଷେପଣାସ୍ତ୍ର ନିର୍ମାଣରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ଭାରତ ସରକାର ୧୯୮୩ରେ ସମନ୍ୱିତ ଦିଗଦର୍ଶନ ସହ କ୍ଷେପଣାସ୍ତ୍ର ଉନ୍ନୟନ ପ୍ରକଳ୍ପର ଆରମ୍ଭ କରିଥିଲେ । ଏଠିଦ୍ୱାରା ବିଭିନ୍ନ ପ୍ରକାରଭେଦର ଭୂମି -ରୁ -ଭୂମି , ତାହା ଭୂମି-ରୁ ଆକାଶ ଓ ସମୁଦ୍ର- ରୁ- ଆକାଶକୁ ପ୍ରେରଣା କରାଯାଇପାରୁଥିବା କ୍ଷେପଣାସ୍ତ୍ରର ଉନ୍ନୟନ ପ୍ରକଳ୍ପ ଆରମ୍ଭ ହେଇଥିଲା । ପୃଥ୍ୱୀ ଏହି ଉଦ୍ୟମର ପ୍ରଥମ ସଫଳ ପ୍ରକଳ୍ପ । ଏହା ଭୂମି -ରୁ -ଆକାଶ  ଜାତୀୟ କ୍ଷେପଣାସ୍ତ୍ର ଯାହା project Devil। [୧] ନାମରେ ଆରମ୍ଭ କରାଯାଇଥିଲା । ଏଥିରେ ତରଳ ବ ଶୁଷ୍କ ଜାତୀୟ ଇନ୍ଧନର ବ୍ୟବହାର ହେଇଥିଲା । ଏଥିରେ ଆଣବିକ ଅସ୍ତ୍ର ବହନ କରିପାରିବାର କ୍ଷ୍ୟମତା ରହିଥିଲା । 

ପ୍ରକାରଭେଦ [ସମ୍ପାଦନା]

ଏହି ପୃଥ୍ୱୀ ମିସାଇଲ ପ୍ରକଳ୍ପରେ ୩ଟି ଭିନ୍ନ ପ୍ରକାର ମିସାଇଲର ଅରସ୍ତୁତି କରାଯାଇ ଭାରତୀୟ ଆର୍ମୀ, ବାୟୁସେନା ଓ ନୌସେନାଦ୍ୱାରା ବ୍ୟବହୃତ ହେଇଥାଏ ।ସେଗୁଡ଼ିକ ନିମ୍ମ ପ୍ରକାରର .[୨]

  • ପୃଥ୍ୱୀ-I (SS-୧୫୦) ଏହା ଆର୍ମିରେ ବ୍ୟବହାର ପାଇଁ ପ୍ରସ୍ତୁତ । ଏଥିରେ ୧,୦୦୦ କିଲୋଗ୍ରାମ ବହନ କ୍ଷ୍ୟମତା ଥାଇ ଏହା ୧୫୦ କିଲୋମିଟର ଦୂରକୁ ଯାଇପାରିବାର ରେଞ୍ଜ ରହିଥାଏ । 
  • ପୃଥ୍ୱୀ  II (SS-250) - ବାୟୁ ସେନାରେ ବ୍ୟବହାର ପାଇଁ ଏହା ନିର୍ମିତ । ଏହାକୁ ୩୫୦ କିଲୋମିଟର ଦୂର ପାଇଁ ବ୍ୟବହାର କରାଯାଇପାରିବ ।  ଏହାର ଭାର ବହନ କ୍ଷ୍ୟମତା  ୫୦୦ କିଲୋଗ୍ରାମ 
  • ପୃଥ୍ୱୀ  III (SS-350) - ଏହା ନୌସେନା ପାଇଁ ଉଦ୍ଧ୍ହିଷ୍ଟ । ଏହାର ରେବ୍ଜ ୩୫୦ କିଲୋମିଟର ହେଇଥିବା ବେଳେ ଭାର ବହନ ଶକ୍ତି ୧,୦୦୦ କିଲୋଗ୍ରାମ । 

ବର୍ଣ୍ଣନା[ସମ୍ପାଦନା]

DRDO ବାଲେଶ୍ୱରଠାରେ ଅଗ୍ନି ଓ ପୃଥ୍ୱୀ ମିସାଇଲ 

 ଭାରତୀୟ ମିସାଇଲ ନିର୍ମାଣ ଓ ପରିକ୍ଷ୍ୟଣର ସାରଣୀ ;


Test Type Date User Status Notes
Test 27 January 1996 DRDO Successful
User trial 12 October 2009 (I)[୩] Strategic Forces Command Successful
12 October 2009 (II)[୩]
24 September 2010 Failure Launch motor failure
22 December 2010 (I)[୪] Successful
22 December 2010 (II)[୪]
9 June 2011
25 August 2012[୫]
4 October 2012[୬]
7 October 2013
7 January 2014[୭]
28 March 2014[୭]
26 November 2015[୮]
16 February 2016
18 May 2016


times.

ଅଧିକ ପଠନ [ସମ୍ପାଦନା]

  • Media related to Prithvi missiles at Wikimedia Commons
  • Integrated Guided Missile Development Program
  • Project Devil
  • SS-45 Missile
  • Project Valiant
  • Dhanush (missile)
  • Indian Ballistic Missile Defence Programme

ଆଧାର [ସମ୍ପାଦନା]

  1. {{cite web}}: Empty citation (help)
  2. Centre for Non Proliferation Studies Archive Archived 2001-12-02 at the Library of Congress accessed 18 October 2006.
  3. ୩.୦ ୩.୧ "India test-fires two Prithvi- II missiles". The Hindu (in Indian English). 2009-10-12. ISSN 0971-751X. Retrieved 2016-05-18. {{cite news}}: More than one of |ISSN= and |issn= specified (help); More than one of |accessdate= and |access-date= specified (help)
  4. ୪.୦ ୪.୧ "India test-fires two Prithvi-II ballistic missiles". The Times Of India. 2010-12-22. Archived from the original on 2012-11-04. Retrieved 2016-11-03.
  5. "Prithvi II successfully test-fired". thehindu.com. 2012-08-25. Retrieved 2012-08-25. {{cite news}}: More than one of |accessdate= and |access-date= specified (help)
  6. "Prithvi-II ballistic missile test fired". The Hindu. 4 October 2012. Retrieved 4 October 2012. {{cite news}}: More than one of |accessdate= and |access-date= specified (help)
  7. ୭.୦ ୭.୧ "India test-fires nuclear-capable Prithvi-II missile". The Indian Express. 7 January 2014. Retrieved 7 January 2014. {{cite news}}: More than one of |accessdate= and |access-date= specified (help)
  8. "India successfully test fires Prithvi". 26 November 2015.