ପୃଥିବୀପୁର
ଦେଖଣା
Prithvipur | |
|---|---|
Town | |
| Country | |
| State | Madhya Pradesh |
| Region | Bundelkhand |
| District | Tikamgarh |
| Government | |
| • Type | Public |
| • Body | City Council |
| • MLA | Smt. Anita Nayak |
| Population (2011)[୧] | |
| • Total | ୨୬,୮୮୩ |
| Time zone | UTC+5:30 (IST) |
| PIN | 472336 |
| Telephone code | 07680 |
| ଯାନବାହାନ ପଞ୍ଚୀକରଣ | MP-36 |
ପୃଥିବୀପୁର ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ତିକମ୍ଗଡ଼ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୃଥିବୀପୁର ସହରର ମୋଟ ଜନସଂଖ୍ୟା ୨୨୫୪୨ ଅଟେ ।[୨] ସେଥି ମଧ୍ୟରୁ ୫୨.୭୭% ଜଣ ପରୁଷ ହୋଇଥିବା ବେଳେ ୪୭.୨୩% ଜଣ ନାରୀ ଅଟନ୍ତି । ପୃଥିବୀପୁରର ସାକ୍ଷରତା ହାର ୫୦.୦୫% ଅଟେ । ଏହା ଜାତୀୟ ହାରଠାରୁ ୧୪.୭୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୧.୫୧% ପ୍ରତିଶତ ପୁରୁଷ ଓ ୧୮.୫୪% ନାରୀ ଅଟନ୍ତି । ୧୭.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ପୃଥିବୀପୁରର ସରକାରୀ ଭାଷା ଅଟେ ।
== ଆହୁରି ପଢନ୍ତୁ == kebe arambha hoi thila
ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.