ପୂଜା ବର୍ମା
ଦେଖଣା
ପୂଜା ବର୍ମା | |
|---|---|
| ଜନ୍ମ | ଦିଲ୍ଲୀ, ଭାରତ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୧୪-ଏବେଯାଏଁ |
ପୂଜା ବର୍ମା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ପଞ୍ଜାବୀ କଥାଚିତ୍ର ଜଗତରେ କାମ କରନ୍ତି । ସେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି ।[୧] ୨୨ଜି ତୁସ୍ସି ଜାଏଣ୍ଟ ହୋ, ଡାକୁଆଁ ଦା ମୁଣ୍ଡା ଏବଂ ୧୫ ଲାଖ୍ ଆଉଗା ଭଳି ପଞ୍ଜାବୀ କଥାଚିତ୍ରରେ ସେ କାମ କରିଛନ୍ତି ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭାଷା | ଭୂମିକା | ମନ୍ତବ୍ୟ |
|---|---|---|---|---|
| ୨୦୧୪ | ବାଜ୍[୨] | ପଞ୍ଜାବୀ | ପୂଜା | ପଞ୍ଜାବୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
| ୨୦୧୫ | ୨୨ଜି ତୁସ୍ସି ଜାଏଣ୍ଟ ହୋ | ଲଭ୍ଲୀନା | ||
| ୨୦୧୮ | ଡାକୁଆଁ ଦା ମୁଣ୍ଡା[୩] |
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]| ମ୍ୟୁଜିକ୍ ଭିଡିଓ | କଣ୍ଠଶିଳ୍ପୀ | ଭାଷା | ମନ୍ତବ୍ୟ |
|---|---|---|---|
| ହାୟେ ମେରା ଦିଲ୍ | ଅଲ୍ଫାଜ୍ | ପଞ୍ଜାବୀ | |
| ମୋତିୟା | ସତିନ୍ଦର ସର୍ତାଜ | ||
| କଙ୍ଗନା | ପ୍ରୀତ ହରପାଲ | ||
| ଇଦାୟେ ନା କର | ସୋନୁ କକ୍କଡ଼, ଏମ୍ଏସ୍ ଚନ୍ଧୋକ | ||
| ରାତନ | ଗ୍ୟାରି ସନ୍ଧୁ |
ଆଧାର
[ସମ୍ପାଦନା]- ↑ "[EXCLUSIVE] Pooja Verma says Sara Gurpal's eviction from BB 14 was shocking; reveals she wishes to do the show".
- ↑ "इन्हें बनना था लेक्चरर, अब एक्ट्रेस बन \'बाज़\' से कर रही हैं डेब्यू". Dainik Bhaskar. 13 November 2014.
- ↑ "Dakuaan Da Munda". The Times of India. Retrieved 9 July 2018.
- "Interview: Pooja Verma Riding High On The Success Wave Of Dakuaan Da Munda Archived 2018-08-14 at the Wayback Machine.". Ghaintpunjab
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପୂଜା ବର୍ମା