Jump to content

ପୂଜା ଜୋଶୀ

ଉଇକିପିଡ଼ିଆ‌ରୁ
ପୂଜା ଜୋଶୀ
୨୦୨୫ ମସିହାରେ ପୂଜା ଜୋଶୀ
ଜନ୍ମ (1992-06-28) ୨୮ ଜୁନ ୧୯୯୨ (ବୟସ ୩୪)
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ପ୍ରସିଦ୍ଧିଆ ଫିଲ୍ମ କମେଡ଼ି ଚେ[]
କୁମକୁମ ନା ପାଗଲା ପାଡ୍ୟା[]
ବୈବାହିକ-ସାଥୀମହ୍ଲାର ଠକର (ବିବାହ: ୨୦୨୪)

ପୂଜା ଜୋଶୀ (ଜନ୍ମ: ୨୮ ଜୁନ ୧୯୯୨) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ଗୁଜରାଟୀ ଭାଷାର ଟେଲିଭିଜନ ଧାରାବାହି ଓ ୱେବ୍ ସିରିଜ୍‌ରେ ଅଭିନୟ କରିବା ପାଇଁ ଜଣାଶୁଣା ।[] ଗୁଜରାଟୀ ଧାରାବାହିକ ଆ ଫ୍ୟାମିଲି କମେଡ଼ି ଚେରେ ଅଭିନୟ କରିବା ପାଇଁ ଜଣାଶୁଣା ।[][][]

ସେ ଷ୍ଟାର୍ ଭାରତର ଧାରାବାହିକ କାଲ୍ ଭୈରବ ରହସ୍ୟ, ଚେନାଲ୍ ଭି'ରେ ପ୍ରସାରିତ ବଡି ପ୍ରୋଜେକ୍ଟ ଆଦି ହିନ୍ଦୀ ଧାରାବାହିକରେ କାମ କରିଛନ୍ତି । ୨୬ ନଭେମ୍ବର ୨୦୨୪ରେ, ସେ ଅଭିନେତା ମହ୍ଲାର ଠାକରଙ୍କୁ ବିବାହ କରିଛନ୍ତି ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ପୂଜା ୧୯୯୨ ମସିହାର ଜୁନ ୨୮ ତାରିଖରେ, ମୁମ୍ବାଇରେ ଏକ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଭାରତୀୟ ବାୟୁସେନାର ଚାକିରୀ କରିଥିଲେ । ସେ ମୁମ୍ବାଇ ସ୍ଥିତ ମିଥିଲାବାଇ କଲେଜରୁ ବାଇଓଟେକ୍ନୋଲୋଜିରେ ସ୍ନାତକ କରିଛନ୍ତି ।

ଟେଲିଭିଜନ

[ସମ୍ପାଦନା]
ବର୍ଷଧାରାବାହିକ/କାର୍ଯ୍ୟକ୍ରମଭୂମିକାଚେନାଲ୍ଭାଷା
୨୦୧୨-୨୦୧୪ଦି ବଡି ପ୍ରୋଜକେ୍ଟରିୟାଚେନାଲ୍ ଭି ଇଣ୍ଡିଆହିନ୍ଦୀ
୨୦୧୪-୨୦୧୫ଆ ଫ୍ୟାମିଲି କମେଡ଼ି ଚେଚାରୁ ଶାସ୍ତ୍ରୀଇଟିଭି ଗୁଜରାଟୀଗୁଜରାଟୀ
୨୦୧୫-୨୦୧୬କୁମ୍‌କୁମ୍ ନା ପାଗଲା ପାଡ୍ୟାକୁମ୍‌କୁମ୍କଲର୍ସ ଗୁଜରାଟୀ
୨୦୧୭ଚୁଟ୍ଟା ଚେଡ୍ଡା ସିଜନ୍ ୨ଅଞ୍ଜଳୀ
୨୦୧୭-୨୦୧୮କାଲ୍ ଭୈରବ ରହସ୍ୟପ୍ରୀତି ପକ୍ଷଷ୍ଟାର୍ ଭାରତହିନ୍ଦୀ
୨୦୧୮-୨୦୧୯ଇଣ୍ଟରନେଟ୍ ୱାଲା ଲଭ୍ଐଶ୍ୱର୍ଯ୍ୟାକଲର୍ସ ଟିଭି

କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭାଷା
୨୦୧୮ଆବୁ ଜେ ରେହସେଗୁଜରାଟୀ
୨୦୨୨ଜୟସୁକ ଜେଡପାୟୋ
ବୀର୍-ଇସ୍କ ନୁ ସୀମାନ୍ତ
ହୁଁ ତେରି ହୀର୍
୨୦୨୩ହୁ ଆନେ ତୁ
୨୦୨୪ଲଗନ୍ ସ୍ପେଶାଲ୍
କାଲେ ଲଗନ୍ ଚେ!?!
୨୦୨୫ଶାସ୍ତ୍ର
ଜଲ୍‌ସୋ - ଏକ ଫ୍ୟାମିଲି ଇନ୍‌ଭିଟେସନ୍

ୱେବ୍‌ସିିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ଭାଷା Platform
୨୦୨୧ ବାତ୍ ବାତ୍ ମା ପହେଲା ଗୁଜରାଟୀ ସୀମାରୂମେ
ବେନକାବ୍ ଅନୁଷ୍କା ଶେଶାଦ୍ରି ଗୁଜରାଟୀ, ହିନ୍ଦୀ ଡବିଂ
୨୦୨୨ ବାତ୍ ବାତ୍ ମା ରିଟର୍ଣ୍ଣସ୍ ପହେଲା ଗୁଜରାଟୀ
୨୦୨୪ ୟୁଦ୍ଧ ଅନାହିତା
ବାତ୍ ବାତ୍ ମା ଅଦ୍‌ଲା ବଦ୍‌ଲି ଖୁସି

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷଶୀର୍ଷକମ୍ୟୁଜିକ୍ ଲାବେଲ୍
୨୦୨୦ଉନ୍‌କୋ ଅପ୍‌ନେ କରୀବ ଦେଖା ଥାଜୀ ମ୍ୟୁଜିକ୍ କମ୍ପାନୀ
୨୦୨୧ ବାଲାମିୟା ୨.୦[] ସୁର୍ ସାଗର ମ୍ୟଜିକ୍
ମେଘାସୋଲ୍ ବିଟ୍‌ସ୍ ଅଫିସିଆଲ୍
  1. 1 2 "COLORS GUJARATI AA FAMILY COMEDY CHE | AA FAMILY COMEDY CHE Episode | AA FAMILY COMEDY CHE". Archived from the original on 2015-06-14. Retrieved 2015-06-12.
  2. "COLORS GUJARATI KUMKUM NA PAGLA PADYA | KUMKUM NA PAGLA PADYA Episode | KUMKUM NA PAGLA PADYA". Archived from the original on 2015-10-09. Retrieved 2015-12-06.
  3. "Gujarati TV's favourite bahus - The Times of India". The Times of India. Retrieved 17 November 2018.
  4. "Pooja Joshi's comic timing winning hearts - Times of India". The Times of India. 12 December 2014. Retrieved 17 November 2018.
  5. "Charu continues to tease Disha in AFCC - Times of India". The Times of India. 5 January 2015. Retrieved 17 November 2018.
  6. વાલમીયા 2.0 |Valamiya 2.0 |Geeta Rabari |Puja Joshi| Anshul Trivedi|Dhwani Gautam| New Gujarati Song (in ଇଂରାଜୀ), 13 February 2021, retrieved 2021-08-25

ବାହାର ଲିଙ୍କ୍

[ସମ୍ପାଦନା]