ପୁରୀ (ଲୋକ ସଭା ନିର୍ବାଚନ ମଣ୍ଡଳୀ)
ପୁରୀ ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦ[ସମ୍ପାଦନା]
- ୨୦୧୯: ପିନାକି ମିଶ୍ର (ବିଜୁ ଜନତା ଦଳ)[୩]
- ୨୦୧୪: ପିନାକି ମିଶ୍ର (ବିଜୁ ଜନତା ଦଳ)
- ୨୦୦୯: ପିନାକି ମିଶ୍ର (ବିଜୁ ଜନତା ଦଳ)
- ୨୦୦୪: ବ୍ରଜକିଶୋର ତ୍ରିପାଠୀ (ବିଜୁ ଜନତା ଦଳ)
- ୧୯୯୯: ବ୍ରଜକିଶୋର ତ୍ରିପାଠୀ (ବିଜୁ ଜନତା ଦଳ)
- ୧୯୯୮: ବ୍ରଜକିଶୋର ତ୍ରିପାଠୀ (ବିଜୁ ଜନତା ଦଳ)
- ୧୯୯୬: ପିନାକି ମିଶ୍ର (ଭାରତୀୟ ଜାତୀୟ କଂଗ୍ରେସ)
- ୧୯୯୧: ବ୍ରଜକିଶୋର ତ୍ରିପାଠୀ (ଜନତା ଦଳ)
- ୧୯୮୦: ବ୍ରଜମୋହନ ମହାନ୍ତି (କଂଗ୍ରେସ (ଇ))
- ୧୯୭୭: ପଦ୍ମଚରଣ ସାମନ୍ତସିଂହାର (ଜନତା)
- ୧୯୭୧: ବନମାଳୀ ପଟ୍ଟନାୟକ (କଂଗ୍ରେସ)
ଆଉରି ଦେଖନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-14.