ପୁତୁଡ଼ି ଜଳପ୍ରପାତ

ଉଇକିପିଡ଼ିଆ ରୁ
Jump to navigation Jump to search

ପ୍ରାକୃତିକ ପରିବେଶରେ ଭରା ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା କନ୍ଧମାଳରେ ପୁତୁଡ଼ି ଜଳପ୍ରପାତ ଅବସ୍ଥିତ I ଏହା ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ମାତ୍ର ୧୮ କିଲୋମିଟର ଦୂରରେ ଅବସ୍ଥିତ I