ପୁଆଣିଆ

ଉଇକିପିଡ଼ିଆ ରୁ
Jump to navigation Jump to search

ପୁଆଣିଆ ଗ୍ରାମ ହେଉଛି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏକ ଛୋଟ ଗ୍ରାମ । [୧]ଏହାର ଲୋକସଂଖ୍ୟ ୭୦୦ରୁ ୮୦୦। ଏହି ଗ୍ର୍ରାମର ବଡ ପର୍ବ ହେଉଛି କାର୍ତ୍ତିକ ପୂର୍ଣ୍ଣିମା, ଯାହା ବହୁ ଆଡମ୍ବର ସହିତ ପାଳନ କରାଯାଏ ।

ଆଧାର[ସମ୍ପାଦନା]