Jump to content

ପିଆଜ ଚଟଣୀ

ଉଇକିପିଡ଼ିଆ‌ରୁ

ପିଆଜ ଚଟଣୀ

[ସମ୍ପାଦନା]

ସାମଗ୍ରୀ :

[ସମ୍ପାଦନା]
  • ପିଆଜ
  • କଞ୍ଚାଲଙ୍କା
  • ଧଣିଆପତ୍ର
  • ଲୁଣ

ପ୍ରସ୍ତୁତି ପ୍ରଣାଳୀ :

[ସମ୍ପାଦନା]

ପ୍ରଥମେ ଗୋଟା ପିଆଜକୁ ଗ୍ରାଇଣ୍ଡରରେ ଗୁଣ୍ଡ ( ପେଷ୍ଟ ) କରିଦିଅନ୍ତୁ। ଏହାକୁ ଗୋଟେ ଗିନାରେ କାଢ଼ି ରଖନ୍ତୁ । ବାଡ଼ିରୁ ଆଣିଥିବା କଞ୍ଚା ଲଙ୍କାକୁ ୨/୩ ଖଣ୍ଡ କରି ଭାଙ୍ଗିକି ପିଆଜ ପେଷ୍ଟ ରେ ମିଶେଇ ଦିଅନ୍ତୁ। ଏହାପରେ ଗୋଟେ ଧଣିଆକୁ ଧୋଇକି ଲଙ୍କା ପରି ଖଣ୍ଡ ଖଣ୍ଡ କରି ମିଶେଇ ଦିଅନ୍ତୁ । ଶେଷରେ ଅଧ ଚିମୁଟାରୁ ଟିକେ କମ୍ ପରିମାଣର ଲୁଣ ମିଶାନ୍ତୁ । ଏବେ ଭଲ ଭାଵେ ଗୋଳେଇ ଦିଅନ୍ତୁ। ବର୍ତ୍ତମାନ ପିଆଜ ଚଟଣୀ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତି ହୋଇଯାଇଛି। ଭୋକ ଲାଗୁଥିବା ସମୟରେ ତରକାରୀ ନଥିଲେ ଏହି ଚଟଣୀକୁ ଥରେ ଚାଖି ଦେଖନ୍ତୁ।[୧]

  1. ↑ "Play With Your Food, the Recipe as Jazz". Recipe: 111–132. 2022. doi:10.5040/9781501367137.0010.