ପାଳୁଅ ଖିରି

ଉଇକିପିଡ଼ିଆ ରୁ
Jump to navigation Jump to search

ଉପାଦାନ[ସମ୍ପାଦନା]

ତିଆରି ପ୍ରଣାଳୀ[ସମ୍ପାଦନା]

ପାଳୁଅକୁ ପ୍ରଥମେ ପାଣିରେ ବତୁରାଇ ଦିଆଯାଏ । କ୍ଷୀରକୁ ଗରମ କଲାପରେ ସେଥିରେ ଚିନି/ଗୁଡ଼ ଗୋଳାଇ ଦିଆଯାଏ । ତାପରେ ବତୁରାଥିବା ପାଳୁଅକୁ ସେଥିରେ ଗୋଳାଇ ଦିଆଯାଇଥାଏ । ତାପରେ ଏହାକୁ ଥଣ୍ତା କରି ଖିଆଯାଏ ।

ବିଶେଷତା[ସମ୍ପାଦନା]

ଏହାକୁ ବ୍ରତ/ଉପବାସରେ ଖିଆଯାଇଥାଏ

ଆଧାର[ସମ୍ପାଦନା]