ପାରୁଲ ଯାଦବ

ଉଇକିପିଡ଼ିଆ‌ରୁ
ପାରୁଲ ଯାଦବ
ଜନ୍ମ
ବୃତ୍ତି(ସମୂହ)Film actress, television host, model
ସକ୍ରିୟ ବର୍ଷ2000–present
ୱେବସାଇଟwww.parulyadav.com

ପାରୁଲ ଯାଦବ ଜଣେ ଭାରତୀୟ ଟେଲିଭିଜନ ତଥା ଫିଲ୍ମ ଅଭିନେତ୍ରୀ ଓ ମଡେଲ । ସେ ଅନେକ ଟେଲିଭିଜନ ଷୋରେ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରନ୍ତି । ସେ ଟେଲିଭିଜନରେ " ଭାଗ୍ୟବିଧାତା  " ନାମକ ଧାରାବାହିକରେ ଅଭିନୟ କରିଥିଲେ । ଏହା କଲର୍ସ ଟିଭିରେ ପ୍ରସାରିତ ହେଇଥିଲା । ୨୦୧୧ ମସିହାରେ ସେ କନ୍ନଡ ଫିଲ୍ମ " ଗୋବିନ୍ଦୟ ନମହ"  ରେ ଅଭିନୟ କରିଥିଲେ । ଏହି ଅଭିନୟ ପାଇଁ ସେ ଶ୍ରେଷ୍ଠ ନବାଗତ ଭାବରେ ଦକ୍ଷିଣ ଭାରତ ଆନ୍ତର୍ଜାତିକ ମୁଭି ପୁରସ୍କାର ଲାଭ କରିଥିଲେ । ଏହା ସହ ତାଙ୍କୁ ବାଙ୍ଗାଲୋର ଟାଇମସ ପୁରସ୍କାର ଓ ଉଦୟ ପୁରସ୍କାର ମଧ୍ୟ ମିଳିଥିଲା । r.[୧] ଏହା ପରେ " ବଚନ " ଫିଲ୍ମରେ ଅଭିନୟ ପାଇଁ ସେ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ଲାଭ କରିଥିଲେ । ୬୧ ତମ ଫିଲ୍ମ ଫେୟାର ପୁରସ୍କାର ପାଇଁ ମଧ୍ୟ ତାଙ୍କ ନାମ ମନୋନୀତ ହେଇଥିଲା । 

କାର୍ଯ୍ୟ ଜୀବନୀ [ସମ୍ପାଦନା]

ମଡେଲ ହିସାବରେ କାର୍ଯ୍ୟ ଆରମ୍ଭ କରିଥିବା ପାରୁଲଙ୍କ ପ୍ରଥମ ତାମିଲ ଫିଲ୍ମ " ଡ୍ରିମ " ଥିଲା । ଏହା ୨୦୦୪ ମସିହାରେ ନିର୍ମିତ ହେଇଥିଲା । ସେ ଟେଲିଭିଜନରେ ଧାରାବାହିକ " ଭାଗ୍ୟବିଧାତା "ରେରେ ମଧ୍ୟ ଅଭିନୟ ୨୦୦୯ ମସିହାରୁ କରିଆସୁଛନ୍ତି । ଏହା ସହ ସେ ସ୍ତର ପ୍ଲସ ଚ୍ୟାନେଲରେ " କାମେଡି କା ମହା ମୁକାବିଲା "ରେ ମଧ୍ୟ ଅଭିନୟ କରିଥିଲେ । [ଆଧାର ଲୋଡ଼ା]

I୨୦୧୧ ମସିହାରେ ସେ ତାଙ୍କର ପ୍ରଥମ କାନ୍ନାଡ଼ା ଫିଲ୍ମ " ଗୋବିନଦାୟ ନମହ "ରେ ଅଭିନୟ କରିଥିଲେ । ଏହି ଫିଲ୍ମ ବ୍ଯବସାୟିକ ଭାବରେ ବହୁଳ ସଫଳତା ପାଇଥିଲା । ସେଥିରେ ସେ ଜଣେ ମୁସଲିମ ଝିଅ ଭାବରେ ଅଭିନୟ କରିଥିଲେ । ସେଥିପାଇଁ ସେ ଶ୍ରେଷ୍ଠ ନବାଗତ ପୁରସ୍କାର ପାଇଥିଲେ ।  

୨୦୧୪ ମସିହାରେ ସେ ଦୁଇଟି ଫିଲ୍ମ " ବାସ୍ତୁ ପ୍ରକାର" ଓ " ଉପପୀ 2 " କରିଥିଲେ । .[୨]

ସେ ଅଭିନୟ କରିଥିବା " Killing Veeraapaan "କୁ ତାଙ୍କର ଶ୍ରେଷ୍ଠ ଫିଲ୍ମ କୁହାଯାଇଥାଏ । ଏଥିରେ କୁଖ୍ୟାତ ଚନ୍ଦନା କାଠ ଦସ୍ୟୁ ବିରାପ୍ପନର ଜୀବନୀ ଉପରେ କାହାଣୀ ରହିଛି । 

ଫିଲ୍ମୋଗ୍ରାଫି [ସମ୍ପାଦନା]

Key
Films that have not yet been released Denotes films that have not yet been released
Year Film Role Language Notes
2000 Mere Aagosh Mein Hindi B Grade film
2004 Dreams Charu Tamil
2005 Krithyam Sandra Punnoose Malayalam Credited as Pavithra
2008 Bullet Gayathri Malayalam Credited as Pavithra
2009 Black Dalia Linda D'Souza Malayalam Credited as Pavithra
2012 Govindaya Namaha Mumtaz Kannada SIIMA Award for Best Female Debutant

Nominated, Udaya Award for Best Female actor

2012 Nandeesha Sonia Kannada
2013 Bachchan Anjali Kannada SIIMA Award for Actress in a Supporting Role

Nominated, Filmfare Award Nomination for Best Supporting Actress - Kannada

2013 Shravani Subramanya Benne Kannada Special appearance[୩]
2014 Shivajinagara Pavithra Kannada Nominated, SIIMA Award for Best Actress
2015 Pulan Visaranai 2 Tamil
2015 Vaastu Prakaara Nirmala Kannada Nominated, SIIMA Award for Best Actress
2015 Uppi 2 Sheela Kannada Extended cameo
2015 Aatagara Mallika Kannada Won, Filmfare Award for Best Actress
2016 Killing Veerappan Shreya Kannada
2016 Jessie Nandini Kannada
2016 CottonpeteFilm has yet to be released Kannada Filming
2016 VijayadityaFilm has yet to be released Kannada Filming
2016 SeizerFilm has yet to be released Kannada Filming
ଟେଲିଭିଜନ 
  • 2009 – Bhagyavidhaata – Colors
  • 2011 – Comedy Ka Maha Muqabala – Star Plus
  • 2015 - Darr Sabko Lagta Hai (episode nine) - &TV

ପୁରସ୍କାର ସମୂହ [ସମ୍ପାଦନା]

  • 2013: Suvarna Award for Lux Glamour Icon of the Year[୪]
  • 2013: South Indian International Movie Award for Best Female Debutant – Govindaya Namaha (2012)
  • 2013: Bangalore Times Best New Comer Award (Bangalore Times Films Awards) – Govindaya Namaha (2012)
  • 2014: Nominated, Filmfare Award for Best Supporting Actress – Kannada - Bachchan (2013)
  • 2014: South Indian International Movie Award for Best Supporting Actress – Bachchan (2013)
  • 2016: Filmfare Award for Best Actress - Aatagara (2015)

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]