ପାରାଦ୍ୱୀପ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପାରାଦ୍ୱୀପ ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୯,୭୦୮
ଜିଲ୍ଲା: ଜଗତସିଂହପୁର
ଲୋକ ସଭା ନିର୍ବାଚନ ମଣ୍ଡଳୀ: ଜଗତସିଂହପୁର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପାରାଦ୍ୱୀପ (କ୍ରମିକ ସଂଖ୍ୟା: ୧୦୧) ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାରାଦ୍ୱୀପ (ବି), କୁଜଙ୍ଗ ବ୍ଳକ ଓ ତିର୍ତ୍ତୋଲ ବ୍ଳକର କିଛି ଅଞ୍ଚଳ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦାମୋଦର ରାଉତ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କଠାରୁ ୩୮୬୦୦ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଦାମୋଦର ରାଉତ, ସ୍ୱାଧୀନ ପ୍ରାର୍ଥୀ ରମେଶ ସାମନ୍ତରାୟଙ୍କଠାରୁ ୩୦,୩୫୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ପାରାଦ୍ୱୀପ [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଦାମୋଦର ରାଉତ ୬୬,୮୬୩ ୫୩.୨୧ -
ସ୍ୱାଧୀନ ରମେଶ ସାମନ୍ତରାୟ ୩୬,୫୧୨ ୨୯.୦୫ -
କଂଗ୍ରେସ ପ୍ରମୋଦ କିଶୋର ଜେନା ୧୩,୭୧୮ ୧୦.୯୨ -
ଭାଜପା ଶଙ୍ଖନାଦ ବେହେରା ୩,୬୫୨ ୨.୯୧ -
ସ୍ୱାଧୀନ ଗୋବିନ୍ଦ ଚନ୍ଦ୍ର ତରାଇ ୨,୮୯୮ ୨.୩୧ -
ବସପା ସୌମେନ୍ଦ୍ର ଶେଖର ବିଶ୍ୱାଳ ୧,୧୩୨ ୦.୯୦ -
ସ୍ୱାଧୀନ ବିଜୟ କୁମାର ସ୍ୱାଇଁ ୮୯୨ ୦.୭୧ -
ଭୋଟ ବ୍ୟବଧାନ ୩୦,୩୫୧ ୨୪.୧୫* -
ମତଦାନ ହାର ୧୨୫୬୮୧ ୬୭.୬୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

ନବଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।[୪]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Paradeep Assembly Election 2009, Orissa". empoweringindia.org. 2013 [last update]. Retrieved 19 June 2013. Constituency: Paradeep (101) District : Jagatsinghpur {{cite web}}: Check date values in: |year= (help)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013. 30351
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf

ବାହାର ତଥ୍ୟ[ସମ୍ପାଦନା]