Jump to content

ପାପିୟା ସେନଗୁପ୍ତା

ଉଇକିପିଡ଼ିଆ‌ରୁ
ପପିୟା ସେନଗୁପ୍ତା
ଜନ୍ମ
ଜାତୀୟତାଭାରତ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୫ - ଏବେଯାଏଁ
ପ୍ରସିଦ୍ଧିୟେ କାହାଁ ଆ ଗୟେ ହମ୍
କୟାମତ୍ କି ରାତ୍
ପ୍ୟାର କୀ ୟେ ଏକ କାହାନୀ

ପପିୟା ସେନଗୁପ୍ତା ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ୟେ କାହାଁ ଆ ଗୟେ ହମ୍, କୟାମତ୍ କି ରାତ୍, ପ୍ୟାର କୀ ୟେ ଏକ କାହାନୀ, ସାବଧାନ ଇଣ୍ଡିଆ,[] ଫିଅର୍ ଫାଇଲ୍ସ : କି ସଚ୍ଚି ତସ୍‌ବିରେଁ,[]ଅନାମିକା ଆଦି ଟେଲିଭିଜନ ଧାରାବାହିକରେ ସେ କାମ କରିଛନ୍ତି ।[][]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଚେନାଲ୍ ମନ୍ତବ୍ୟ
୧୯୯୩ – ୧୯୯୭ କ୍ୟାମ୍ପସ୍ ଜୀ ଟିଭି
୧୯୯୫ – ୧୯୯୬ ଓ ମାରିଆ ପିଅର୍ଲି ସୋନି ଟିଭି
୧୯୯୩ – ୧୯୯୪ କ୍ରିଷ୍ଣା ଲଳିତା (ରାଧାଙ୍କ ସଖି) ଦୂରଦର୍ଶନ
୧୯୯୭ ଜାନବାଜ ଜୀ ଟିଭି
୨୦୧୦ – ୨୦୧୧ ପ୍ୟାର କୀ ୟେ ଏକ୍ କାହାନୀ ମଧୁ ଡୋବ୍ରିୟାଲ ଷ୍ଟାର୍ ୱାନ୍
ସାବଧାନ ଇଣ୍ଡିଆ ଲାଇଫ୍ ଓକେ
ଫିଅର୍ ଫାଇଲ୍ସ : କି ସଚ୍ଚି ତସ୍‌ବିରେଁ ଜୀ ଟିଭି
ଅନାମିକା ଶଲାକା ସୋନି ଟିଭି
ମେଁ ନା ଭୂଲୁଙ୍ଗି ସୁନୈନା ଜଗନ୍ନାଥ
ଭାରତ କା ବୀର୍ ପୁତ୍ର - ମହାରଣା ପ୍ରତାପ ମଧଲସା ବାଇ
ୟେ କାହାଁ ଆ ଗୟେ ହମ୍ ସୋନାଲି ସବରୱାଲ ଆଣ୍ଡ ଟିଭି
ଚନ୍ଦ୍ର ନନ୍ଦିନୀ ରାଜମାତା ମୂରା ଷ୍ଟାର୍ ପ୍ଲସ୍
କୟାମତ୍ କି ରାତ୍ ଉମା ସିଂହ ସୂର୍ଯ୍ୟବଂଶୀ
୨୦୨୦ – ୨୦୨୧ ବ୍ରହ୍ମରାକ୍ଷସ ଶାଲିନୀ ଶର୍ମା ଜୀ ଟିଭି
  1. ୧.୦ ୧.୧ "Mihir Mishra & Papiya Sengupta in Fear Files". The Times of India. 7 April 2013. Retrieved 1 March 2016.
  2. "Papiya Sengupta to enter Anamika". The Times of India. 22 April 2013. Retrieved 1 March 2016.
  3. "Chandragupta Maurya': Arpit Ranka of 'Mahabharat' fame to play key role in Rajat Tokas' show". International Business Times. 3 March 2016. Retrieved 4 March 2016.

ବାହାର ଲିଙ୍କ୍

[ସମ୍ପାଦନା]