ପାନିପଥ ଉତ୍ଥିତ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
Panipat Elevated Expressway
Route information
Length:10 km (୧୦ mi)
Existed:January 1991 – present
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ପାନିପଥ ଉତ୍ଥିତ ଏକ୍ସପ୍ରେସୱେ ଭାରତୀୟ ରାଜ୍ୟ ହରିୟାଣାର ପାଣିପଥଠାରେ ଥିବା ଏକ ଉତ୍ଥିତ ଏକ୍ସପ୍ରେସୱେ । ଏହା ଜାତୀୟ ରାଜପଥ ୧ର ଦିଲ୍ଲୀଅମୃତସର ମଧ୍ୟରେ ଥିବା ବ୍ୟସ୍ତତମ ଭାଗର ଭିଡ଼ କମାଇବା ପାଇଁ ନିର୍ମିତ । ଏହାର ଦୈର୍ଘ୍ୟ ୧୦ କିଲୋମିଟର[୧] । ଏହା BOT ପଦ୍ଧତି ମାଧ୍ୟମରେ ଏଲ ଆଣ୍ଡ ଟି କମ୍ପାନୀଦ୍ୱାରା ନିର୍ମିତ । [୨]

ଆଧାର [ସମ୍ପାଦନା]