ପାଥରି
ଦେଖଣା
Pathri
पाथरी پاتھری | |
|---|---|
city | |
| ଦେଶ | |
| ରାଜ୍ୟ | Maharashtra |
| ଜିଲ୍ଲା | Parbhani |
| Government | |
| • Type | Municipal Council |
| Elevation | 423 m (1,388 ft) |
| Population (2011) | |
| • Total | ୩୬,୮୫୩[୧] |
| ଭାଷା | |
| • ସରକାରୀ | Marathi |
| • Other | Urdu [୨] |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | MH22 |
ପାଥରି ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ପର୍ଭନି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପାଥରି ୨୦.୧୯୬୪ ଉତ୍ତର ଅକ୍ଷାଂଶ ଓ ୭୯.୮୨୮୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଥରି ସହରର ମୋଟ ଜନସଂଖ୍ୟା ୩୧୯୯୭ ଅଟେ ।[୪] ସେଥି ମଧ୍ୟରୁ ୫୧.୪୬% ଜଣ ପରୁଷ ହୋଇଥିବା ବେଳେ ୪୮.୫୪% ଜଣ ନାରୀ ଅଟନ୍ତି । ପାଥରିର ସାକ୍ଷରତା ହାର ୬୦.୯୩% ଅଟେ । ଏହା ଜାତୀୟ ହାରଠାରୁ ୩.୯୧% ପ୍ରତିଶତ କମ ଅଟେ । ସେଥିରୁ ୩୫.୩୬% ପ୍ରତିଶତ ପୁରୁଷ ଓ ୨୫.୫୬% ନାରୀ ଅଟନ୍ତି । ୧୫.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ମରାଠୀ ପାଥରିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Pathri Population". Census 2011. Retrieved 11 May 2015.
- ↑ "National Commission for Linguistic Minority". 50th/report/nclm. Retrieved 20 Sep 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.