ପାତ୍ତୁକୋଟ୍ଟାଇ
ଦେଖଣା
ପାତ୍ତୁକୋଟ୍ଟାଇ
Pattukkottai பட்டுக்கோட்டை | |
|---|---|
ସହର | |
| ଦେଶ | |
| ରାଜ୍ୟ | ତାମିଲନାଡୁ |
| ଜିଲ୍ଲା | ଥଞ୍ଜାଭୁର |
| Headquarters | Thanjavur |
| Government | |
| • Type | Selection Grade Municipality |
| • Body | Pattukottai Municipality |
| • Municipal Chairperson | Mr.Jawaharbabu |
| Area | |
| • ସମୁଦାୟ | 21.83 km2 (8.43 sq mi) |
| Elevation | 5 m (16 ft) |
| Population (2011)[୧] | |
| • Total | ୭୩,୧୩୫ |
| • Density | 3,400/km2 (8,700/sq mi) |
| Time zone | UTC+5:30 (IST) |
| PIN | 614601, 614602 |
| ଟେଲିଫୋନ କୋଡ଼ | +91 4373 |
| ଯାନବାହାନ ପଞ୍ଚୀକରଣ | TN 49 |
| Sex ratio | 1003 ♂/♀ |
| Website | 123 |
ପାତ୍ତୁକୋଟ୍ଟାଇ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର ଥଞ୍ଜାଭୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପାତ୍ତୁକୋଟ୍ଟାଇ ୧୦.୪୨୪୯ ଉତ୍ତର ଅକ୍ଷାଂଶ ଓ ୭୯.୩୧୫୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାତ୍ତୁକୋଟ୍ଟାଇ ସହରର ମୋଟ ଜନସଂଖ୍ୟା ୬୫୪୫୩ ଅଟେ ।[୩] ସେଥି ମଧ୍ୟରୁ ୪୯.୯୬% ଜଣ ପରୁଷ ହୋଇଥିବା ବେଳେ ୫୦.୦୪% ଜଣ ନାରୀ ଅଟନ୍ତି । ପାତ୍ତୁକୋଟ୍ଟାଇର ସାକ୍ଷରତା ହାର ୭୪.୫୦% ଅଟେ । ଏହା ଜାତୀୟ ହାରଠାରୁ ୯.୬୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୧୭% ପ୍ରତିଶତ ପୁରୁଷ ଓ ୩୪.୩୩% ନାରୀ ଅଟନ୍ତି । ୧୧.୪୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତାମିଲ ପାତ୍ତୁକୋଟ୍ଟାଇର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census Info 2011 Final population totals - Pattukkottai". Office of The Registrar General and Census Commissioner, Ministry of Home Affairs, Government of India. 2013. Retrieved 26 January 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
ବାହାର ଲିଙ୍କ
[ସମ୍ପାଦନା]- Kathleen Gough (1981). Rural Society in Southeast India. Cambridge University Press.