ପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୮୩,୮୨୭
ଜିଲ୍ଲା: କେନ୍ଦୁଝର
ଲୋକ ସଭା ନିର୍ବାଚନ ମଣ୍ଡଳୀ: କେନ୍ଦୁଝର
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ପାଟଣା (କ୍ରମିକ ସଂଖ୍ୟା: ୨୩) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାଟଣା ବ୍ଳକ, ସାହାରପଡ଼ା ବ୍ଳକ ଓ ଝୁମ୍ପୁରା ବ୍ଳକର କିଛି ଅଂଶ ଓ ଚମ୍ପୁଆ ବ୍ଳକର କିଛି ଅଂଶ ।[୨][୩]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ହୃଷିକେଶ ନାଏକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭବାନୀ ଶଙ୍କର ନାୟକଙ୍କଠାରୁ ୮୮୪୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ହୃଷିକେଶ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସନାତନ ନାୟକଙ୍କଠାରୁ ୨୪,୬୨୪ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]

୨୦୦୯ ନିର୍ବାଚନ ଫଳାଫଳ[ସମ୍ପାଦନା]

୨୦୦୯ ବିଧାନ ସଭା ନିର୍ବାଚନ, ପାଟଣା [୬]
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ହୃଷିକେଶ ନାୟକ ୫୩,୪୦୮ ୪୨.୪୭ -
କଂଗ୍ରେସ ସନାତନ ନାୟକ ୨୮,୭୮୪ ୨୨.୮୯ -
ଭାଜପା ଗୌରହରି ନାୟକ ୨୩,୮୧୬ ୧୮.୯୪ -
ସ୍ୱାଧୀନ ସତ୍ୟବ୍ରତ ନାୟକ ୧୦,୦୪୫ ୭.୯୯ -
ବସପା ସୁରେଶ ଚନ୍ଦ୍ର ସେନାପତି ୪,୦୩୦ ୩.୨୦ -
ଝାମୁମୋ ନିରଞ୍ଜନ ମୁଣ୍ଡା ୨,୩୧୦ ୧.୮୪ -
ସମୃଦ୍ଧ ଓଡ଼ିଶା କ୍ଷେତ୍ରବାସୀ ନାୟକ ୧,୮୪୯ ୧.୪୭ -
ସିପିଆଇ(ମାଲେ) ଲିବରେସନ ସୁଚାରୁ ନାୟକ ୧,୫୦୨ ୧.୧୯ -
ଭୋଟ ବ୍ୟବଧାନ ୨୪,୬୨୪ ୧୯.୫୮* -
ମତଦାନ ହାର ୧,୨୫,୭୫୪ ୭୧.୮୨ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ[ସମ୍ପାଦନା]

୧୯୬୧ରୁ ୨୦୧୪ ମଧ୍ୟରେ ମୋଟ ୧୩ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]

ଆଧାର[ସମ୍ପାଦନା]

  1. "Patna Assembly Election 2009, Orissa". empoweringindia.org. 2013 [last update]. Retrieved 24 May 2013. Constituency: Patna (23) District : Keonjhar {{cite web}}: Check date values in: |year= (help)
  2. Assembly Constituencies and their Extent
  3. Seats of Odisha
  4. ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  5. "Orissa Election Result 2009 With Vote Margin, Odisha Assembly Election Result 2009, Orissa Vidhan Sabha Election Result 2009, Odisha Constituency List, Orissa MLA List, Odisha Election 2009 Runner Up Votes Polled, Orissa Winner List". leadtech.in. Archived from the original on 27 May 2013. Retrieved 21 April 2013. 8971
  6. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  7. "State Elections 2004 - Partywise Comparision for 143-Patna Constituency of ORISSA". eci.nic.in. 2006. Retrieved 24 May 2013. List Of Winning Candidates
  8. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf