ପାଟଣାଗଡ଼ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ପାଟଣାଗଡ଼
ନିର୍ଦ୍ଦେଶକରାଜେଶ ଟ୍ରଚିଭର
ପ୍ରଯୋଜକଶ୍ରୀଧର ମାର୍ଥା
କାହାଣୀଛବିତା ମାର୍ଥା
କଳାକାରମନୋଜ ମିଶ୍ର
ହର ରଥ
ପୁଷ୍ପା ପଣ୍ଡା
ଅତୁଲ କୁଲ୍‌କର୍ଣ୍ଣି
ଚିନ୍ମୟ ମିଶ୍ର
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ପାଟଣାଗଡ଼, ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶ୍ରୀଧର ମାର୍ଥା ।[୧] ଛବିତା ମାର୍ଥା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ୨୦୧୮ ମସିହାରେ ଓଡ଼ିଶାର ପାଟଣାଗଡ଼ଠାରେ ଘଟିଥିବା ବୋମା ବିସ୍ଫୋରଣ ଘଟଣା ଉପରେ ଏହି କଥାଚିତ୍ରଟିର କାହାଣୀ ଆଧାରିତ ।[୧] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ରାଜେଶ ଟ୍ରଚିଭର ।[୨] ଏହି କଥାଚିତ୍ରଟି ଉଭୟ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ନିର୍ମାଣ ହେଉଛି ।[୩][୪]

ମନୋଜ ମିଶ୍ର, ହର ରଥ, ପୁଷ୍ପା ପଣ୍ଡା, ଅତୁଲ କୁଲ୍‌କର୍ଣ୍ଣି, ଅନୁ ଚୌଧୁରୀ, ଚିତ୍ତରଞ୍ଜନ ତ୍ରିପାଠୀ, ଚିନ୍ମୟ ମିଶ୍ର, ଇଶିକା ସିଂହ, ମଧୁ ଶାଲିନୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "ବୁଲେଟ୍ ରାଜା". ସମାଜ ରବିବାର. 20 May 2018. Retrieved 20 May 2018.
  2. ୨.୦ ୨.୧ "Patnagarh: Bi-lingual Movie Inspired by Infamous Parcel Bomb Case". Odisha Story. 27 July 2018. Retrieved 29 July 2018.
  3. "ସରପଞ୍ଚ ବାବୁ". ସମାଜ (ରବିବାର) (in Odia). ଓଡ଼ିଶା. 16 September 2018. p. 8. Archived from the original on 17 September 2018. Retrieved 17 September 2018.CS1 maint: Unrecognized language (link)
  4. "'ପାଟଣାଗଡ଼'କୁ ପ୍ରତୀକ୍ଷା". ସମାଜ (ରବିବାର) (in ଭୁବନେଶ୍ୱର). ଓଡ଼ିଶା. 3 February 2019. p. 8. Archived from the original on 8 February 2019. Retrieved 8 February 2019.CS1 maint: Unrecognized language (link)
  5. "ବାହାଘର ପାଇଁ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.CS1 maint: Unrecognized language (link)

ବାହାର ଆଧାର[ସମ୍ପାଦନା]