ପାଉଁଶଗଦାରେ ସୁନାର ଧୂଳି ମୋ ଧନମାଳି
ଦେଖଣା
| ପାଉଁଶଗଦାରେ ସୁନାର ଧୂଳି ମୋ ଧନମାଳି | |
|---|---|
| ଲେଖକ | ଦେବ୍ରାଜ ଲେଙ୍କା |
| ଦେଶ | |
| ଭାଷା | ଓଡ଼ିଆ |
| ବିଭାଗ | ଉପନ୍ୟାସ |
| ପ୍ରକାଶକ | ଆରୋହୀ, କଲ୍ୟାଣୀନଗର, କଟକ |
| ପ୍ରକାଶ ତାରିଖ | ୨୦୦୮(ପ୍ରଥମ), ୨୦୦୯(ଦ୍ୱିତୀୟ) |
| ମାଧ୍ୟମ ପ୍ରକାର | ବନ୍ଧେଇ, ଛପାବହି |
| ପୃଷ୍ଠା | ୧୨୦ |
ପାଉଁଶଗଦାରେ ସୁନାର ଧୂଳି ମୋ ଧନମାଳି, ଦେବ୍ରାଜ ଲେଙ୍କାଙ୍କଦ୍ୱାରା ଲିଖିତ ଏକ ଓଡ଼ିଆ ଉପନ୍ୟାସ । ବହିଟିର ପ୍ରଥମ ସଂସ୍କରଣ ୨୦୦୮ ଓ ଦ୍ୱିତୀୟ ସଂସ୍କରଣ ୨୦୦୯ ମସିହାରେ ପ୍ରକାଶ ପାଇଥିଲା ।[୧]
ଆଧାର
[ସମ୍ପାଦନା]- ↑ (PDF) https://www.rebatee.in/pdfdocuments/20231.pdf. Retrieved 5 April 2025.
{{cite web}}: Missing or empty|title=(help)