ପଲ ଭାଲାଥି

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମPaul Chandrashekar Valthaty
ଘରୋଇ ଦଳ ତଥ୍ୟ
YearsTeam
2002India Under-19
2009–2010Rajasthan Royals
2011–2013Kings XI Punjab
Career statistics
ପ୍ରତିଯୋଗିତା First Class List A T20
ମ୍ୟାଚ 3 2 25
ମୋଟ ରନ 60 52 742
ବ୍ୟାଟିଂ ହାର 15.00 26.00 28.53
ଶତକ/ଅର୍ଦ୍ଧଶତକ 0/0 0/0 1/3
ସର୍ବାଧିକ ରନ 29 36 120*
ବଲ ସଂଖ୍ୟା 18 18 241
ଉଇକେଟ 0 0 11
ବୋଲିଂ ହାର  –  – 29.63
ଇନିଙ୍ଗସରେ ୫ଟି ଉଇକେଟ 0 0 0
ମ୍ୟାଚରେ ୧୦ଟି ଉଇକେଟ n/a n/a n/a
ସବୁଠୁ ଭଲ ବୋଲିଂ  –  – 4/29
କ୍ୟାଚ/ଷ୍ଟମ୍ପିଙ୍ଗ 1/– 1/– 5/–
Source: Cricinfo, 5 December 2011

ପଲ ଚନ୍ଦ୍ରଶେଖର ଭାଲାଥି [୧] ଜନ୍ମ 7 ଡିସେମ୍ବର 1983 ) iଜେନ ଭାରତୀୟ କ୍ରିକେଟ ଖେଳାଳି । ସେ ପଞ୍ଜାବର କିଙ୍ଗ ଏକାଦଶ ତରଫରୁ ଆଇପିଏଲ ଖେଳନ୍ତି । 

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

ପଲଙ୍କ ଜନ୍ମ ମୁମ୍ବାଇର ବୋରୀଭିଳି ଜିଲ୍ଲାରେ ହେଇଥିଲା । .[୨]

ଭାଲଥି ମୁମ୍ବାଇର ଦିଲୀପ ଭେଂସରକାରଙ୍କ କ୍ରିକେଟ ଏକାଡେମିରେ ତାଲିମ ନେଲା ପରେ ଦିଲୀପଙ୍କ ସୁପାରିସ କ୍ରମେ ଆନ୍ଧ୍ର ପ୍ରଦେଶ  ତରଫରୁ ଖେଳିଥିଲେ । 

ପ୍ରଦର୍ଶନ [ସମ୍ପାଦନା]

1990 ମସିହା ଯାଏ ପଲ ମୁମ୍ବାଇ  କ୍ରିକେଟରେ ଉପରକୁ ଉଠି ପାରିନଥିଲେ .[୩] ସେ ଭାରତୀୟ 19 ବର୍ଷରୁ କମ ଦଳରେ ସ୍ଥାନ ପାଇ ନିଉ ଜିଲାଣ୍ଡରେ ବିଶ୍ୱ କପ ପାଇଁ ମନୋନୀତ ହେଇଥିଲେ । ସେଠାରେ ସେ ଆହତ ଜନିତ କାରଣରୁ ଖେଳି ପାରି ନଥିଲେ । [୪] ସେ 2009 ସିଜନ ପାଇଁ ରାଜସ୍ଥାନ ରୟାଲଦ୍ୱାରା ଚୁକ୍ତିବଦ୍ଧ ହେଇ କିଛିମେଚ ଖେଳିଥିଲେ । ଏହାର ପ୍ରଦର୍ଶନ ଭିତ୍ତିରେ ସେ ମୁମ୍ବାଇ T20 ଦଳରେ ସ୍ଥାନ ପାଇଥିଲେ । 

ଆଇପିଏଲରେ ପ୍ରଦର୍ଶନ [ସମ୍ପାଦନା]

ପଲ ଭାଲଥିଙ୍କୁ ପଞ୍ଜାବ ଦଳ ବିଦେଶୀ ଖେଳାଳିଙ୍କ ବଦଳ ଖେଳାଳି ଭାବେ ବ୍ୟବହାର କରିବାକୁ କିଣିଥିଲା । [୫] କିନ୍ତୁ ସେ ପ୍ରାରମ୍ଭିକ ବେତସ ମେନ ଭାବରେ ଚେନ୍ନଇ ବିରୁଦ୍ଧ ମେଚରେ ଖେଳି 63 ବଳରେ 120 ରନ କରିଥିଲେ ଓ 189 ରନର ଲକ୍ଷ୍ୟ  ପହଞ୍ଚିବାକୁ ମୂଲ୍ୟବାନ ଯୋଗଦାନ ଦେଇଥିଲେ । ଏହା ଆଇପିଏଲ 2011ର ପ୍ରଥମ ଶତକ ଥିଲା । .[୬] ପରବର୍ତ୍ତୀ ମେଚରେ ସେ 47 ବଳରେ 75 ରନ କରିବା ସହ 4ଟି ୱିକେଟ ମଧ୍ୟ ନେଇଥିଲେ ।[୭] ପୁନଶ୍ଚ ସେ ପରବର୍ତ୍ତୀ ମେଚରେ 31 ବଳରେ 46 ରନ କରିଥିଲେ । [୮]

ଆଧାର [ସମ୍ପାଦନା]

  1. "Paul Valthaty, India Cricket, Stats". ESPN Cricinfo.
  2. "Nandyal Tiger" makes IPL statement.
  3. Paul Valthaty the new man in Mumbai Ranji team.
  4. AP's Paul Valthaty makes it to the Indian U-19 ICC World Cup squad.
  5. 'Invisible man' Valthaty puts IPL stars in shade, 23 April 2011
  6. Little known Valthaty single-handedly wins it for Kings XI, Yahoo Cricket
  7. Valthaty powers stunning Kings' win, cricketnext.in.com, 16 April 2011, archived from the original on 20 April 2011, retrieved 3 December 2016
  8. Kings XI Sets Imposing 196-Run Target For Rajasthan Royals, newsworms.com, 21 April 2011