Jump to content

ପଲ୍ଲବୀ ରମିଶେଟ୍ଟି

ଉଇକିପିଡ଼ିଆ‌ରୁ
ପଲ୍ଲବୀ ରମିଶେଟ୍ଟି
ଆଦାଦେ ଆଧାରମରେ ରମିଶେଟ୍ଟି
ଜନ୍ମ (1993-10-11) ୧୧ ଅକ୍ଟୋବର ୧୯୯୩ (ବୟସ ୩୨)
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୬ – ଏବେଯାଏଁ
ବୈବାହିକ-ସାଥୀଦିଲ୍ଲୀପ କୁମାର (ବିବାହ: ୨୦୦୯)

ପଲ୍ଲବୀ ରମିଶେଟ୍ଟି ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ ଟେଲିଭିଜନରେ କାମ କରନ୍ତି । ୨୦୦୬ ମସିହାରେ, ସେ ଇଟିଭିରେ ପ୍ରସାରିତ ଧାରାବାହିକ ରଙ୍ଗୁଲା କାଲା ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ।[][] ଭାର୍ଯ୍ୟାମଣିଆଦାଦେ ଆଧାରମ ଭଳି ଧାରାବାହିକରେ କାମ କରିବା ପରେ, ସେ ଲୋକଲୋଚନକୁ ଆସିଥିଲେ ଏବଂ ଭାର୍ଯ୍ୟାମଣି ଧାରାବାହିକରେ ଅଭିନୟ ପାଇଁ ତାଙ୍କୁ ନନ୍ଦି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଟେଲିଭିଜନ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ନେଟୱାର୍କ ଭୂମିକା ମନ୍ତବ୍ୟ
୨୦୦୬ ରଙ୍ଗୁଲା କାଲା ଇଟିଭି
୨୦୦୯–୨୦୧୪ ଭାର୍ଯ୍ୟାମଣି ଆଲେଖ୍ୟା, ଅନୁରାଧା
୨୦୦୯–୨୦୨୦ ଆଦାଦେ ଆଧାରମ ଅମୃତା
୨୦୧୪–୨୦୨୨ ଆତ୍ତାରିଣ୍ଟିକି ଦରେଦୀ କୃଷ୍ଣାବେନି []
୨୦୧୮–୨୦୨୦ ମାତେ ମନ୍ତ୍ରମୁ ଜୀ ତେଲୁଗୁ ବସୁନ୍ଧରା
୨୦୨୧–ଏବେଯାଏଁ ପାପା ମା ଜୀବନଜ୍ୟୋତି ଷ୍ଟାର ମାଆ ଜ୍ୟୋତି
୨୦୨୪–ଏବେଯାଏଁ ଇନ୍ତିନ୍ତି ରାମାୟଣମ ଅବନି

ପୁରସ୍କାର

[ସମ୍ପାଦନା]
  • ୨୦୧୧: ଭର୍ଯ୍ୟାମଣି ପାଇଁ ନନ୍ଦି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଟେଲିଭିଜନ ଅଭିନେତ୍ରୀ
  1. "Pallavi is a big fan of Suriya - Times of India". The Times of India. 8 February 2015. Retrieved 2018-12-15.
  2. "New show 'Maate Mantramu', starring Ali Reza and Pallavi to begin from tonight - Times of India". The Times of India (in ଇଂରାଜୀ). 7 May 2018. Retrieved 2018-12-15.
  3. "Telugu television actress Pallavi status in teleserials". nettv4u (in ଇଂରାଜୀ). Retrieved 2019-01-02.
  4. "Telugu show 'Attarintiki Daredi' completes 2000 episodes - Times of India". The Times of India (in ଇଂରାଜୀ). 25 June 2021. Retrieved 2021-09-16.

ବାହାର ଲିଙ୍କ୍

[ସମ୍ପାଦନା]