ପରମେଶ୍ୱର ମୁଣ୍ଡ
ଦେଖଣା
ପରମେଶ୍ୱର ମୁଣ୍ଡ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧ ଜାନୁଆରୀ ୧୯୭୪ |
ବୃତ୍ତି | କବି, ଗବେଷକ, ଅଧ୍ୟାପକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | କଳାହାଣ୍ଡିଆ ଶବ୍ଦକୋଷ |
ପିତାମାତା | ଗଗନ ବିହାରୀ ମୁଣ୍ଡ (ପିତା), ଅପର୍ଣ୍ଣା ମୁଣ୍ଡ (ମାତା) |
ପରମେଶ୍ୱର ମୁଣ୍ଡ (ଜନ୍ମ: ୧ ଜାନୁଆରୀ ୧୯୭୪) ଜଣେ ଓଡ଼ିଆ ଅଧ୍ୟାପକ, ଗବେଷକ ଓ କବି । ସେ ପଶ୍ଚିମ ଓଡ଼ିଶାର ଆଦିବାସୀ ଜନଜୀବନ ସମ୍ପର୍କରେ ବ୍ୟାପକ ଗବେଷଣା କରିଛନ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପରମେଶ୍ୱର ୧୯୭୪ ମସିହା ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭବାନୀପାଟଣା ସରକାରୀ କଲେଜରୁ ସ୍ନାତକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ତଥା ସ୍ୱର୍ଣ୍ଣପଦକ ପ୍ରାପ୍ତ ପରମେଶ୍ୱର ବୃତ୍ତିରେ ଅଧ୍ୟାପକ ମାତ୍ର ପ୍ରବୃତ୍ତିରେ ଜଣେ ସାହିତ୍ୟ ସାଧକ ।[୧]
ରଚନାବଳୀ
[ସମ୍ପାଦନା]- ସନ୍ଧି ବିଚ୍ଛେଦ (କବିତା)
- କଳାହାଣ୍ଡିଆ ଶବ୍ଦକୋଷ
- ଲୋକନୃତ୍ୟ ଘୁମୁରା
- କଳାହାଣ୍ଡିର ଲୋକସାହିତ୍ୟ
- କଳାହାଣ୍ଡିର ଦେବାଦେବୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସୁରେଶ ସୃଜନ ସମ୍ମାନ ୨୦୨୪[୨]
ଆଧାର
[ସମ୍ପାଦନା]- ↑ chrome-extension://efaidnbmnnnibpcajpcglclefindmkaj/https://kddf.wordpress.com/wp-content/uploads/2010/01/parameswar-mund1.pdf
- ↑ https://sambadepaper.com/imageview_48235_187551_4_71_02-12-2024_12_i_1_sf.html