Jump to content

ପରବୀନ କୌର

ଉଇକିପିଡ଼ିଆ‌ରୁ
ପରବୀନ କୌର
ଜନ୍ମ
ମୁମ୍ବାଇ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୪-ଏବେଯାଏଁ

ପରବୀନ କୌର ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ସାଠାୟେ କଲେଜରୁ ସ୍ନାତନ କରିଛନ୍ତି । ସେ ଇସ୍କ ଅନ୍‌ପ୍ଲଗ୍‌ଡ୍, ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ, ହମ୍‌କୋ ତୁମ୍‌ସେ ହୋ ଗୟା ହୈ ପ୍ୟାର୍ କ୍ୟା କରେଁ, ୟେ ହୈ ମୋହବତେଁ ଆଦି ଧାରାବାହିକରେ କାମ କରିଛନ୍ତି ।[] ସେ ଅନେକ ଟିଭି ବିଜ୍ଞାପନରେ ମଧ୍ୟ କରିଛନ୍ତି ।

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା
୨୦୧୪ ସତରଙ୍ଗୀ ଶଶୁରାଲ ଦିୟାଙ୍କ ମାଆ
କୁମକୁମ ଭାଗ୍ୟ
୨୦୧୫ ୟେ ହୈ ମୋହବତେଁ ଡ. ଅଦିତି
ହମ୍‌କୋ ତୁମ୍‌ସେ ହୋ ଗୟା ହୈ ପ୍ୟାର୍ କ୍ୟା କରେଁ ରଜନୀ
ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ କସ୍ତୁରୀ
ତାରକ ମେହଟ୍ଟା କା ଉଲ୍‌ଟା ଚଷମା ନଳିନୀଙ୍କ ମାଆ
ବାଳିକା ବଧୂ ଶିକ୍ଷୟତ୍ରୀ
୨୦୧୬ ମେରି ଆଶିକୀ ତୁମ୍ ସେ ହି ଶିଖରଙ୍କ ଆଣ୍ଟି
ମସ୍ତାଙ୍ଗି - ୱାନ୍ ଲଭ୍ ଷ୍ଟୋରୀ ଟୁ ଲାଇଫ୍‌ଟାଇମ୍ସ ମନସ୍ତତ୍ୱବିତ୍
କସମ ତେରେ ପ୍ୟାର କୀ ସାବିତ୍ରୀ ମାଲହୋତ୍ରା
କବଚ... କାଲୀ ଶକ୍ତିୟୋଁ ସେ ବିଶାଲଙ୍କ ମାଆ
ପରଦେଶ ମେଁ ହୈ ମେରା ଦିଲ୍ ଅମିତଙ୍କ ମାଆ
ପ୍ୟାର୍ ତୁନେ କ୍ୟା କିୟା ହରପ୍ରୀତ
ଇସ୍କ ଅନ୍‌ପ୍ଲଗ୍‌ଡ୍ ସ୍ୱିଟି
ସିଆଡି ବିଭିନ୍ନ ଚରିତ୍ର
କ୍ରାଇମ ପେଟ୍ରୋଲ
ସାବଧାନ ଇଣ୍ଡିଆ
୨୦୧୭ ଟିଭି, ବିବି ଔର୍ ମେଁ କୁଶାଲଙ୍କ ମାଆ
କୁଣ୍ଡଲୀ ଭାଗ୍ୟ ଶ୍ରୀମତୀ ଆହୁଜା
୨୦୧୮–୨୦୧୯ ଲେଡିଜ୍ ସ୍ପେଶାଲ୍[][] ରଚନା କଶ୍ୟପ

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା
୨୦୧୫ ଚିନାର ଦାସ୍ତାନ-ଏ-ଇସ୍କ ଅଜିଜ ସିନେମା ଖାନଙ୍କ ପତ୍ନୀ
୨୦୧୬ ଏୟାରଲିଫ୍ଟ ଅଶୋକଙ୍କ ପତ୍ନୀ
ଫ୍ୟାନ୍ ଟ୍ରେନ ଯାତ୍ରୀ
ଭାଭିପେଡ଼ିଆ ଭାବି
  1. "Why Vidya Balan is Seeing a 'Psychiatrist'". Ndtv.com. 8 June 2015.
  2. "Actor Parveen Kaur takes a Bihari crash course from Chhavvi Pandey". Times of India. 10 December 2018.
  3. "I'm yet to get my due: Parveen Kaur". Business Standard. 28 December 2018.

ବାହାର ଲିଙ୍କ୍

[ସମ୍ପାଦନା]