ପବ୍ମେଡ୍ ସେଣ୍ଟ୍ରାଲ୍
Jump to navigation
Jump to search
ପବ୍ମେଡ୍ ସେଣ୍ଟ୍ରାଲ୍ (ଇଂରାଜୀ: PubMed Central; PMC) ହେଉଛି ଏକ ମାଗଣା ଡିଜିଟାଲ ଅଭିଲେଖାଗାର ଯେଉଁଠି ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ବାୟୋମେଡିକାଲ ଓ ଜୀବବିଜ୍ଞାନ ସମ୍ପର୍କିତ ନିବନ୍ଧ ରଖାଯାଇଥାଏ ।