Jump to content

ପବିତ୍ର ମୋହନ ଦାଶ

ଉଇକିପିଡ଼ିଆ‌ରୁ
ପବିତ୍ର ମୋହନ ଦାଶ‌
Pabitra Mohan Dash at Salandi Sahitya Sangam 2026, Bhadrak
୨୦୨୬ ମସିହାରେ ଭଦ୍ରକରେ ଆୟୋଜିତ ସାଳନ୍ଦୀ ସାହିତ୍ୟ ସଙ୍ଗମରେ ପବିତ୍ର ମୋହନ ଦାଶ
ମୃତ୍ୟୁ (1970-02-05) ୫ ଫେବୃଆରୀ ୧୯୭୦ (ବୟସ ୫୬)
ବୃତ୍ତିକବି
ଲେଖକ
ଔପନ୍ୟାସିକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର – ୨୦୦୮
ଜୀବନସାଥୀମନମୟୀ ରଥ

ପବିତ୍ର ମୋହନ ଦାଶ (ଜନ୍ମ: ୭ ଫେବୃଆରୀ ୧୯୭୦) ଜଣେ ଓଡ଼ିଆ କବି, ଲେଖକ, ଔପନ୍ୟାସିକ ଓ ଅନୁବାଦକ ।[][] ମୁଖ୍ୟତଃ ସେ କବିତା ଲେଖନ୍ତି । କବିତା ଭିନ୍ନ ସେ ପ୍ରବନ୍ଧ ଓ ଉପନ୍ୟାସ ମଧ୍ୟ ଲେଖନ୍ତି । ୨୦୧୪ ମସିହାରେ ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜୀବନୀ

[ସମ୍ପାଦନା]

୧୯୭୦ ମସିହାର ଫେବୃଆରୀ ୫ ତାରିଖରେ ସେ ପୁରୀ ଜିଲ୍ଲାର ଜାମରସୁଆଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ସେ କବୀ ମାନମୟୀ ରଥଙ୍କୁ ବିବାହ କରିଛନ୍ତି ।

ରଚନାବଳୀ

[ସମ୍ପାଦନା]
  • ବଜ୍ରବଂଶୀ
  • ରକ୍ତଶସ୍ୟ
  • ସ୍ବପ୍ନମେଧ
  • ମେଘସଂଚାର
  • ବିକ୍ଷୁବ୍ଧ ସମୁଦ୍ର
  • ପବିତ୍ର ପଞ୍ଚଦଶ
  • ଦାଣ୍ଡିବୃତ୍ତ
  • ହଂସହାନି
  • ପାହାର
  • ମୂଲ୍ୟାୟନର ପ୍ରଶ୍ନ
  • ମେଘସଂଚାର
  • ନିତିଦିନିଆ ଗଣିତ
  • ସେ କହିଥିଲା

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ବସନ୍ତ ମୁଦୁଲି କବିତା ପୁରସ୍କାର - ୨୦୦୮[]
  • ସଚ୍ଚିଦାନନ୍ଦ ସ୍ମାରକୀ
  • ଅମୃତାୟନ ନବପର୍ବ କବିତା ସମ୍ମାନ
  • ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ
  • ୟୁଥ ଇନସ୍ପିରେସନ ପୁରସ୍କାର
  • ପଶ୍ଚିମା କବିତା ସମ୍ମାନ
  • ପ୍ରଫୁଲ୍ଲ ମହାକୁଡ଼ ସ୍ମୃତି ସମ୍ମାନ
  • ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପୁରସ୍କାର
  • ନିଶାନ କବିତା ସମ୍ମାନ
  • ଶ୍ରୀକ୍ଷେତ୍ରଶ୍ରୀ ସମ୍ମାନ
  • ଉତ୍କଳ ସାହିତ୍ୟ ସମାଜ ଯୁବ ପୁରସ୍କାର
  • ଆରପାଖ ସାହିତ୍ୟ ସମ୍ମାନ
  • ସ୍ୱର ଓ ସ୍ବାକ୍ଷର ସମ୍ମାନ
  • ଲଳିତ ମୋହନ ପଟ୍ଟନାୟକ ସ୍ମୃତି ସମ୍ମାନ
  • ଅର୍କପ୍ରଜ୍ଞା ସମ୍ମାନ
  • ଅନ୍ୱେଷିତା ସାହିତ୍ୟ ସମ୍ମାନ
  • କଳିଙ୍ଗ ସଂସ୍କୃତି ବିକାଶର ସ୍ବତନ୍ତ୍ର ସମ୍ମାନ
  • ପ୍ରିୟପତ୍ର କବିତା ସମ୍ମାନ
  • ଶ୍ରୀକ୍ଷେତ୍ର ଲେଖକ ସାମ୍ମୁଖ୍ୟ ଯୁବ ପୁରସ୍କାର
  • ସୁଲେଖା ସାହିତ୍ୟ ସମ୍ମାନ
  • ଅଷ୍ଟବିଂଶତମ ରଥଯାତ୍ରା ଲୋକନୃତ୍ୟ ମହୋତ୍ସବ ବିଶେଷ ସମ୍ମାନ[]
  1. (PDF) https://sahitya-akademi.gov.in/pdf/ERWMeet-Multilingual_22-07-2025.pdf. Retrieved 2026-04-04. {{cite web}}: Missing or empty |title= (help)
  2. Nayak, Pragyan Nibedita (2026-01-02). "ପିଚୁରାସ୍ତା: ପବିତ୍ର ମୋହନ ଦାଶଙ୍କ କଲମରୁ ନିସୃତ..." Sambad. Retrieved 2026-04-04.
  3. Bijay Mandal (7 March 2020). "OF THE SOIL, SOUL AND MORE". Orissapost (in Indian English). Archived from the original on 11 April 2026. Retrieved 11 April 2026.
  4. ମହାନ୍ତି, କୃଷ୍ଣ କୁମାର, ed. (6 December 2025). ଚିହ୍ନା ଚାଳିଶ (୧ ed.). ଟାଇମ୍‌ପାସ୍. ISBN 9789360730345. Retrieved 2 April 2026.
  5. ପଣ୍ଡା, ସୁପ୍ରିୟା (2021-02-14). "କବିତାର ନେପଥ୍ୟରେ ଥାଏ ସଙ୍ଗୀତ ଆଉ ଆଙ୍ଗିକରେ ଥାଏ ଇଙ୍ଗିତ : ପବିତ୍ର ମୋହନ ଦାଶ". Odisha Sambad. Retrieved 2026-04-04.

ବାହାର ଲିଙ୍କ୍

[ସମ୍ପାଦନା]