ପନିକି

ଉଇକିପିଡ଼ିଆ‌ରୁ
ଉଗୁଡ଼ା ହୋଇ ରହିଥିବା ଏକ ପନିକି ।

ପନିକି (ପନଖି ବା ପନିକି ନାମରେ ମଧ୍ୟ ଜଣା) ପରିବା ଆଦି କାଟିବା ପାଇଁ ପିଢ଼ା ଉପରେ ଲାଗିଥିବା ଲୁହାର ବଙ୍କାଛୁରୀ ।[୧] ଏହା ଓଡ଼ିଶା ଘରେ ଘରେ ବ୍ୟବହାର ହୋଇଥାଏ ।[୨] ପନିକିଗୁଡ଼ିକ ସାଧାରଣତଃ କମାର ଶାଳରେ ତିଆରି ହୋଇଥାଏ ।[୩]


ଆଧାର[ସମ୍ପାଦନା]

  1. "Purnnachandra Ordia Bhashakosha". Retrieved 22 December 2015.[permanent dead link]
  2. Angelika Malinar; Johannes Beltz; Heiko Frese (1 September 2004). Text and context in the history, literature, and religion of Orissa. Manohar. ISBN 978-81-7304-566-0.
  3. Nab Kishore Behura (1978). Peasant potters of Orissa: a sociological study. Sterling.