ପଦ୍ମା ବାସନ୍ତୀ
ଦେଖଣା
ପଦ୍ମା ବାସନ୍ତୀ | |
|---|---|
| ଜନ୍ମ | |
| ବୃତ୍ତି | ଅଭିନେତ୍ରୀ |
ପଦ୍ମା ବାସନ୍ତୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ କନ୍ନଡ଼ା ଭାଷାର କଥାଚିତ୍ର ଜଗତରେ କାମ କରନ୍ତି । ମାନସ ସରୋବର (୧୯୮୨), ବେତ୍ତାଦ ହୂବୁ (୧୯୮୫), ମୁସ୍ସାଞ୍ଜେ ମତୁ (୨୦୦୮) ଆଦି ତାଙ୍କ ଅଭିନୀତ ଜଣାଶୁଣା କଥାଚିତ୍ର ।[୧][୨][୩][୪][୫][୬]
ଅଭିନୟ ଜୀବନ
[ସମ୍ପାଦନା]ସେ ୧୩୦ରୁ ଅଧିକ କନ୍ନଡ଼ କଥାଚିତ୍ର ଓ ଧାରାବାହିକରେ କାମ କରିଛନ୍ତି ।
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୯୮ | ମାୟାମୃଗ | ଶାରଦା | |
| ୨୦୧୫ | ମାଜା ଟକିଜ୍ | ||
| ୨୦୧୮ | କମାଲି | ଅନ୍ନପୂର୍ଣ୍ଣା ମହାଜନ | |
| ୨୦୨୨ | କସ୍ତୁରୀ ନିବାସ | ଲକ୍କିମା | |
| ୨୦୨୩ | ପ୍ରୀତିୟା ଆର୍ଷୀ |
ଆଧାର
[ସମ୍ପାଦନା]- ↑ "Udaya TV's New Fiction 'MANASA SAROVARA'". chitratara.com. Archived from the original on 2018-05-16.
- ↑ "Udaya TV's New Fiction 'MANASA SAROVARA'". Archived from the original on 2018-05-16.
- ↑ "Manasa Sarovara back to enthrall fans... this time on the small screen". The Times of India. Archived from the original on 2018-06-09.
- ↑ "Puneeth Rajkumar shows support for brother Shivarajkumar at Belli launch in Bangalore". The Times of India. Archived from the original on 2018-05-16.
- ↑ "Srinath on Bengaluru Beene Dose". The Times of India. Archived from the original on 2018-05-16.
- ↑ "MANASA SAROVARA – HISTORY REPEATS". Archived from the original on 2018-06-09.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପଦ୍ମା ବାସନ୍ତୀ