ପଣସ କଠା ତରକାରୀ

ଉଇକିପିଡ଼ିଆ ରୁ
Jump to navigation Jump to search
Icono aviso borrar.png
ପଣସ କଠା ତରକାରୀ
ପଣସ କଠା ତରକାରୀ
ପଣସ କଠା ତରକାରୀ
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଓଡ଼ିଶା
ମୁଖ୍ୟ ଉପାଦାନପଣସ କଠା
Cookbook: ପଣସ କଠା ତରକାରୀ at Wikibooks 

ପଣସ କଠା ତରକାରୀ ଏକ ଭାରତୀୟ ଖାଦ୍ୟ । ପଣସ ପାଚିବା ପୂର୍ବରୁ ଏହାକୁ କାଟି ତରକାରୀ କରାଯାଏ । ପଣସ କଠା କାଟିବା ଶୈଳୀରେ ଭଲ ହେଲେ ତରକାରୀ ଭଲ ହେଇପାରିବ ।

ଆବଶ୍ୟକ ସାମଗ୍ରୀ[ସମ୍ପାଦନା]

ବିଧି[ସମ୍ପାଦନା]

ଟିପ୍ପଣୀ[ସମ୍ପାଦନା]

  1. ଏହା ୩-୪ ଜଣଙ୍କ ପାଇଁ ଉଦ୍ଦିଷ୍ଟ
  2. ସମୟ ୪୦ ମିନିଟ
  3. ଏହାକୁ ଭାତ, ପରଟା,ନାନ୍ କିମ୍ବା ରୁଟି ସାଙ୍ଗରେ ମଧ୍ୟ ଖାଇପାରିବେ।