ପଙ୍ଗା ନେଇଛି ମୁଁ ଯମ ସାଥୀରେ
ଦେଖଣା
| ପଙ୍ଗା ନେଇଛି ମୁଁ ଯମ ସାଥୀରେ | |
|---|---|
| ନିର୍ଦ୍ଦେଶକ | ଟି. ଗଣେଶ |
| କାହାଣୀ | ଅଜୟ ସାମଲ |
| କଳାକାର | ହିରଣ୍ମୟୀ ଦାସ ସ୍ୱସ୍ତିକ ମହାନ୍ତି ଜୀବନ ପଣ୍ଡା |
| ସଙ୍ଗୀତ | ସାର୍ଥକ |
| ଚିତ୍ରଗ୍ରହଣ | ପ୍ରିୟରଞ୍ଜନ ପରିଜା |
| ସମ୍ପାଦକ | ବିଶ୍ୱଜିତ ବେଉରା |
| ବିତରକ | ସିର୍ଦ୍ଧାର୍ଥ ଟିଭି |
ମୁକ୍ତିଲାଭ ତାରିଖ | ୧୨ ଅପ୍ରେଲ ୨୦୨୬ |
| ଦେଶ | |
| ଭାଷା | ଓଡ଼ିଆ |
ପଙ୍ଗା ନେଇଛି ମୁଁ ଯମ ସାଥୀରେ ୨୦୨୬ ମସିହାରେ ଟେଲିଭିଜନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହ କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଅଜୟ ସାମଲ । ନିର୍ଦ୍ଦେଶକ ଟି. ଗଣେଶ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସାର୍ଥକ ଅଗ୍ରୱାଲ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହିରଣ୍ମୟୀ ଦାସ ଓ ସ୍ୱସ୍ତିକ ମହାନ୍ତି । ଜୀବନ ପଣ୍ଡା, ଜ୍ୟୋତି, ମିଲି, ଶ୍ରୀଲା, ଇଲୁ ବାନାର୍ଜୀ, ମଣ୍ଡଳ ପଣ୍ଡା, ପ୍ରଜ୍ୱଳ, ସୁପ୍ରିତି, ତନୁଶ୍ରୀ, ପୂର୍ଣ୍ଣେନ୍ଦୁ ଦତ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ହିରଣ୍ମୟୀ ଦାସ
- ସ୍ୱସ୍ତିକ ମହାନ୍ତି
- ଜୀବନ ପଣ୍ଡା
- ଜ୍ୟୋତି
- ମିଲି
- ଶ୍ରୀଲା
- ଇଲୁ ବାନାର୍ଜୀ
- ମଣ୍ଡଳ ପଣ୍ଡା
- ପ୍ରଜ୍ୱଳ
- ସୁପ୍ରିତି
- ତନୁଶ୍ରୀ
- ପୂର୍ଣ୍ଣେନ୍ଦୁ ଦତ୍ତ
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସାର୍ଥକ ଅଗ୍ରୱାଲ । ଗୀତିକାର ଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ଅର୍ପିତା ଚୌଧୁରୀ, ଆୟୁଷମାନ ପଣ୍ଡା, ଦିବ୍ୟା, ଲିପିକା ନାଥ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ମୋ ଚାରିପଟେ ଖାଲି ତୁ" | ଅରୁଣ ମନ୍ତ୍ରୀ | ଅର୍ପିତା ଚୌଧୁରୀ, ଆୟୁଷମାନ ପଣ୍ଡା | ୪:୧୧ |
| 2. | "ଭାବିବା ଠୁ ବେଶି ତୋ ଭଲ ପାଇବା" | ଅରୁଣ ମନ୍ତ୍ରୀ | ଆୟୁଷମାନ ପଣ୍ଡା | ୪:୧୨ |
| 3. | "ଚିହ୍ନିବା ଠୁ ବେଶି ତୋ ଭଲ ପାଇବା" | ଅରୁଣ ମନ୍ତ୍ରୀ | ଅର୍ପିତା ଚୌଧୁରୀ | ୪:୧୧ |
| 4. | "ପଙ୍ଗା ନେଇଛି ମୁଁ ଯମ ସାଥୀରେ" | ଅରୁଣ ମନ୍ତ୍ରୀ | ଦିବ୍ୟା | ୫:୦୩ |
| 5. | "ପଙ୍ଗା ନେଇଚି" | ଅରୁଣ ମନ୍ତ୍ରୀ | ଲିପିକା ନାଥ | ୫:୦୩ |
ଆଧାର
[ସମ୍ପାଦନା]- ↑ Panga Neichi Mun Jama Sathire - All Songs - Download or Listen Free - JioSaavn (in ଆମେରିକୀୟ ଇଂରାଜୀ), 2026-04-06, retrieved 2026-04-22
ବାହାର ଆଧାର
[ସମ୍ପାଦନା]- ୟୁଟ୍ୟୁବ୍ରେ ଫିଲ୍ମ ଟ୍ରେଲର୍
- ଇଣ୍ଟରନେଟ ମୁଭି ଡାଟାବେସରେ ପଙ୍ଗା ନେଇଛି ମୁଁ ଯମ ସାଥୀରେ
- ସ୍ପଟିଫାଏରେ ମ୍ୟୁଜିକ୍ ଆଲବମ୍
- ଗାନାରେ ମ୍ୟୁଜିକ୍ ଆଲବମ୍