Jump to content

ନେହା କଉଲ

ଉଇକିପିଡ଼ିଆ‌ରୁ
ନେହା କଉଲ
ଜନ୍ମ
ବୃତ୍ତି(ସମୂହ)ଅଭିନେତ୍ରୀ
ମଡେଲ୍

ନେହା କଉଲ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଟେଲିଭିଜନ ଧାରାବାହିକ ଆଦିରେ କାମ କରନ୍ତି । ଜୀନ୍ଦଗୀ କା ହର୍ ରଙ୍ଗ୍...ଗୁଲାଲ୍ ଏବଂ ଲଭ୍ ମେରେଜ୍ ୟା ଆରେଞ୍ଜଡ୍ ମେରେଜ୍ ଆଦି ଧାରାବାହିକରେ ଅଭିନୟ କରିବା ପାଇଁ ସେ ଜଣାଶୁଣା ।[] ୨୦୧୩ ମସିହାରେ, ସେ ଏକ୍ ଥି ନାୟିକାରେ ନାଜନୀନ ଭୂମିକାରେ ଅଭିନୟ କରିଥିଲେ ।[] ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ବହୂ ହମାରୀ ରଜନୀ କାନ୍ତରେ, ତାଙ୍କ ଅଭିନୀତ ଭୂମିକା ଶୋଗତା କାନ୍ତ ପାଇଁ ସେ ଲୋକପ୍ରିୟତା ପାଇଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ଆଧାର
୨୦୧୧ ତନୁ ୱେଡ଼ସ୍ ମନୁ ଆୟୁଷୀ, ରାଜାଙ୍କ ଭଉଣୀ
୨୦୧୪ ହେଟ୍ ଷ୍ଟୋରୀ ୨ ମନ୍ଦାରଙ୍କ ପତ୍ନୀ

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ଆଧାର
୨୦୧୦–୨୦୧୧ ଜୀନ୍ଦଗୀ କା ହର୍ ରଙ୍ଗ୍...ଗୁଲାଲ୍ ସୁଧା
ଗୋଧ ଭରାଇ ଅବନୀ
୨୦୧୨–୨୦୧୩ ଲଭ୍ ମେରେଜ୍ ୟା ଆରେଞ୍ଜଡ୍ ମେରେଜ୍ ନୈନା ଗେହଲଟ
୨୦୧୩ ଏକ ଥି ନାୟିକା ନାଜନୀନ
୨୦୧୪ ଦେବୋଁ କା ଦେବ...ମହାଦେବ ଦେବୀ ଇନ୍ଦୁମତି
ସାବଧାନ ଇଣ୍ଡିଆ ସିମ୍ମି
୨୦୧୪–୨୦୧୫ ତୁ ମେରା ହିରୋ ଭଗବତୀ ଅଗ୍ରୱାଲ
୨୦୧୬ ଦହଲୀଜ ଲୀଲା
୨୦୧୬–୨୦୧୭ ବହୂ ହମାରୀ ରଜନୀ କାନ୍ତ ଶୋଗତା କାନ୍ତ
୨୦୧୮ ବିଟ୍ଟି ବିଜିନେସ୍ ବାଲି ଅଳକୃତା
୨୦୨୩–ଏବେଯାଏଁ ଧୃବ ତାରା – ସମୟ ସାଦି ସେ ପରେ ସୋନା
  1. Tiwari, Vijaya (11 July 2012). "Neha Kaul & Puneet Tejwani in Love Marriage Ya Arranged Marriage". The Times of India. Retrieved 21 April 2016.
  2. Tiwari, Vijaya (30 March 2013). "Bhanu Uday & Neha Kaul in Ek Thi Naayka". The Times of India. Retrieved 21 April 2016.

ବାହାର ଲିଙ୍କ୍

[ସମ୍ପାଦନା]