Jump to content

ନେପାଳୀ ଉଇକିପିଡ଼ିଆ

ଉଇକିପିଡ଼ିଆ‌ରୁ
Favicon of Wikipedia ନେପାଳୀ ଉଇକିପିଡ଼ିଆ
Logo of the Nepali Wikipedia
Screenshot
Nepali Wikipedia Main Page.png
ୟୁ.ଆର.ଏଲne.wikipedia.org
ବ୍ୟବସାୟିକନାହିଁ
ସାଇଟର ପ୍ରକାରଇଣ୍ଟରନେଟ ଏନସାଇକ୍ଲୋପିଡ଼ିଆ ପ୍ରକଳ୍ପ
ରେଜେଷ୍ଟ୍ରିକରଣବାଧ୍ୟତାମୂଳକ ନୁହେଁ
ମିଳୁଥିବା ଭାଷାନେପାଳୀ
କଣ୍ଟେଣ୍ଟ ଲାଇସେନ୍ସCreative Commons Attribution/
Share-Alike
4.0
(most text also dual-licensed under GFDL)
Media licensing varies
ମାଲିକଉଉକିମିଡିଆ ଫାଉଣ୍ଡେସନ
ତିଆରି କରିଥିଲେଜିମି ୱେଲ୍ସ

ନେପାଳୀ ଉଇକିପିଡ଼ିଆ (Nepali: नेपाली विकिपिडिया) ଉଇକିପିଡ଼ିଆର ନେପାଳୀ ଭାଷାର ସଂସ୍କରଣ । ଏହା ଏକ ଖୋଲା ୱେବ-ଭିତ୍ତିକ, ମିଳିତ ଭାବେ ତିଆରି ଜ୍ଞାନକୋଷ ପ୍ରକଳ୍ପ ଓ ଅଣଲାଭକାରୀ ସଂଗଠନ ଉଇକିମିଡ଼ିଆ ଫାଉଣ୍ଡେସନ ସହଯୋଗରେ ପରିଚାଳିତ । ଏହା ୨୦୦୨ ମସିହାର ଜୁନ ୩ ତାରିଖରେ ଆରମ୍ଭ ହୋଇଥିଲା ।[] ଜାନୁଆରୀ ୨୦୨୬ ସୁଦ୍ଧା, ଏଥିରେ ୨୪,୫୨୫ଟି ପ୍ରସଙ୍ଗ ରହିଛି ଏବଂ ସମୁଦାୟ ୧୪,୦୦୦ ବ୍ୟବହାରକାରୀଙ୍କ ମଧ୍ୟରୁ ୧୦ ଜଣ ପରିଚ୍ଛା ଅଛନ୍ତି ।[][][]

  1. "विकिपिडिया". Kantipur (in ନେପାଳୀ). Retrieved 2022-11-08.
  2. "List of Wikipedias". Wikimedia Foundation. Retrieved April 26, 2022.
  3. "विकिपिडिया एक स्वतन्त्र विश्वकोश". Gorkhapatra (in ନେପାଳୀ). Retrieved 2022-11-08.
  4. "नेपाली विकिपिडिया २० वर्षमा प्रवेश, कस्तो छ अवस्था ?". ICT Samachar (in ନେପାଳୀ). Retrieved 2022-11-08.

ବାହାର ଲିଙ୍କ୍

[ସମ୍ପାଦନା]