Jump to content

ନେଇଯା'ରେ ମେଘ ମତେ

ଉଇକିପିଡ଼ିଆ‌ରୁ
(ନେଇଜା ରେ ମେଘ ମତେରୁ ଲେଉଟି ଆସିଛି)
ନେଇଯା'ରେ ମେଘ ମତେ
ନିର୍ଦ୍ଦେଶକଏସ. କେ. ମୁରଲିଧରନ
ପ୍ରଯୋଜକସୌମ୍ୟରଞ୍ଜନ ପଟ୍ଟନାୟକ
କାହାଣୀରଞ୍ଜନ ମିଶ୍ର
କଳାକାରସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, କାଜଲ୍
ସଙ୍ଗୀତମଳୟ ମିଶ୍ର
ମୁକ୍ତିଲାଭ ତାରିଖ
୨ ଅକ୍ଟୋବର ୨୦୦୮
ଦେଶ ଭାରତ
ଭାଷାଓଡ଼ିଆ

ଏସ. କେ. ମୁରଲିଧରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ନେଇଯା'ରେ ମେଘ ମତେ [] ୨୦୦୮ ମସିହାରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ନେଇଯା'ରେ ମେଘ ମତେ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  1. ଇଣ୍ଟରନେଟ ମୁଭି ଡାଟାବେସରେ ନେଇଯା'ରେ ମେଘ ମତେ
  2. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 31 August 2018. Retrieved 2 September 2018.