Jump to content

ନୁସରତ ଜାହାଁ ଡାୟନା

ଉଇକିପିଡ଼ିଆ‌ରୁ
ନୁସରତ ଜାହାଁ ଡାୟନା
নুসরাত জাহান ডায়ানা
ଜନ୍ମ୧୮ ମାର୍ଚ୍ଚ[]
ଖୁଲ୍‌ନା[]
ସନ୍ତାନ[]

ନୁସରତ ଜାହାଁ ଡାୟନା ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ । ସେ ମୁଖ୍ୟତଃ ଟେଲିଭିଜନ ଧାରାବାହିକରେ କାମ କରନ୍ତି । ବଙ୍ଗଳାଦେଶୀ ଟେଲିଭିଜନ ଧାରାବାହିକ ଅଲ୍‌ତା-ସୁନ୍ଦରୀରାକ୍କୋଷି ଆଦିରେ କାମ କରିବା ପାଇଁ ସେ ଜଣାଶୁଣା ।[]

ଜଣେ ବିଲ୍‌ବୋର୍ଡ଼ ମଡେଲ୍ ଭାବରେ ସେ ତାଙ୍କର ପେଷା ଆରମ୍ଭ କରିଥିଲେ ।[] ୨୦୦୭ ମସିହାରେ, ସେ ଦେବାଶିଷ ବିଶ୍ୱାସଙ୍କ ଧାରାବାହିକ ଚିଠି ଜରିଆରେ ଟେଲିଭିଜନରେ କାମ କରିବା ଆରମ୍ଭ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]
ଟେଲିଭିଜନ
  • ଅଲ୍‌ତା-ସୁନ୍ଦୋରୀ[]
  • ରାଖୋଷୀ
  • ଚୋରାଇ ଧୋନ[]
  • ବୋଲୋ ବନ୍ ଜାମାତା
  • ବାଜି
  • କାଟା
  • ବୁମେରାଙ୍ଗ
  • ମନ୍ ଫୋରିଙ୍ଗ ଏର୍ ଗଳ୍ପୋ[]
  • ହିମାଗିରିତେ ଝରା ପାଲୋକ[]
  • ଏ-ଏର୍ ଗଳ୍ପୋ[]
  • ଓପୋରାଜିତା[]
  • ମୁମ୍ବାସା[]
  • ଦଖିନାୟୋନ ଏର୍ ଦିନ୍[]
  • ଏ ଶୋହୋର ଜାଦୁର ଶୋହୋର[]
  • ଲଭ୍ ଫାଇନାଲି
  • ଜୋଗାଜୋଗ ଗୋଲୋଜୋଗ[]
  • ଆମି ତୁମି ତୁମି ଆମି[]
  • ତୋମାୟ ଦିଲାମ ପୃଥିବୀ
  • ଶାନ୍ତି ଅଧିଦପ୍ତର[]
  • ସମ୍ରାଟ
  • ସାହୋହିକ[]
  • ନବାନ ଏର୍ ପ୍ରେମ
  • ଦିଗନ୍ତେର ଶେଷ ପ୍ରାନ୍ତେ[]
  • ନିର୍ ଖୋଜେ ଗଙ୍ଗଚିଲ
  • ଭାଗବୋନ୍ଦ[୧୦]
  • ଭାଲୋବାଶା ନା ବାଶା[୧୧]
  • ରାଜୁ ୪୨୦[]
  • ଆସ୍ଥା[]
  • ଅମାଦେର ହାତଖୋଲା[]
  • ଆକାଶ ଛୋୟା ସ୍ୱପ୍ନୋ[]
  • ରାତେର ଓତିଥି[୧୨]
  • ସେଇ ପୋଥେ[]
କଥାଚିତ୍ର
  • ଜାଗୋ (୨୦୧୦)[]
  • ଗୁଏରିଲ୍ଲା (୨୦୧୧)[]
  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Diana in five new serials". The New Nation. 18 March 2017. Today is her birthday ... the day along with husband and only son Nuhad.
  2. ୨.୦ ୨.୧ ୨.୨ "Diana to start restaurant business". The New Nation. 19 September 2016.
  3. ୩.୦ ୩.୧ ୩.୨ ୩.୩ "Diana in two new drama serials". The Independent. Dhaka. 30 September 2016. Retrieved 23 December 2018.
  4. ୪.୦ ୪.୧ "After Jaago, Guerilla Diana in TV play". The New Nation. 10 December 2018.
  5. ୫.୦ ୫.୧ ୫.୨ ୫.୩ ୫.୪ "Diana stars in Sei Pathe". Daily Sun. 9 November 2018.
  6. "'A-er Golpo' tonight". The New Nation. 14 May 2013.
  7. "New serial 'Oporajita'". The New Nation. 21 August 2013.
  8. ୮.୦ ୮.୧ ୮.୨ ୮.୩ যুক্তরাষ্ট্রের নিউইয়র্কে ডায়না [Diana in New York]. bbarta24.net (in Bengali). 28 December 2018.
  9. "Diana wants to work like Sahosika". The New Nation. 17 October 2019.
  10. "Diana under Zahid Hasan's direction". The New Nation. 30 January 2017.
  11. "Diana, Nayeem, Tonmoy together for first time". The Independent. Dhaka. 16 September 2017.
  12. "Diana in Rater Otithi". Daily Sun. 20 October 2017.