Jump to content

ନୀସତ ଆଲମ

ଉଇକିପିଡ଼ିଆ‌ରୁ
ନୀସତ ଆଲମ
ବିଧାୟିକା: ଝାଡ଼ଖଣ୍ଡ ବିଧାନ ସଭା
Assumed office
୨୩ ନଭେମ୍ବର ୨୦୨୪
ପୂର୍ବ ଅଧିକାରୀଆଲମଗିର ଆଲମ
ନିର୍ବାଚନ ମଣ୍ଡଳୀପକୁର
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ପେଷାରାଜନୀତିଜ୍ଞ

ନୀସତ ଆଲମ ଜଣେ ଭାରତୀୟ ରାଜନୀତିଜ୍ଞ । ରାଜନୀତିରେ ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।[][] ୨୦୨୪ ଝାଡ଼ଖଣ୍ଡ ବିଧାନ ସଭା ନିର୍ବାଚନରେ, ସେ ପକୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଝାଡ଼ଖଣ୍ଡ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[] ସେ କଂଗ୍ରେସ ନେତା ଆଲମଗିରି ଆଲମଙ୍କର ପତ୍ନୀ ଅଟନ୍ତି ।

  1. "Pakur, Jharkhand Assembly Election Results 2024 Highlights: INC's Nisat Alam with 155827 defeats AJSUP's Azhar Islam". India Today (in ଇଂରାଜୀ). 23 November 2024. Retrieved 23 November 2024.
  2. "Pakur Election Result 2024 LIVE: Nisat Alam of INC Wins". News18 (in ଇଂରାଜୀ). Retrieved 23 November 2024.
  3. "Nisat Alam(Indian National Congress(INC)):Constituency- PAKUR(PAKUR) - Affidavit Information of Candidate:". www.myneta.info. Retrieved 2025-09-22.