ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ

Coordinates: 20°55′22″N 85°09′13″E / 20.922764°N 85.153661°E / 20.922764; 85.153661
ଉଇକିପିଡ଼ିଆ‌ରୁ
ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ‌
ସ୍ଥାପିତ୧୯୮୯
ପ୍ରକାରବେସରକାରୀ
ଅଧ୍ୟକ୍ଷଶରତ କୁମାର ନାୟକ
ଛାତ୍ର ଛାତ୍ରୀ ସଂଖ୍ୟା୫୦୦+
ଅବସ୍ଥାନତାଳଚେର, ଓଡ଼ିଶା, ଭାରତ
20°55′22″N 85°09′13″E / 20.922764°N 85.153661°E / 20.922764; 85.153661
ପରିସରଦକ୍ଷିଣ ବଲଣ୍ଡା
ଅନୁବନ୍ଧନୟୁଜିସି, ନାକ୍, ଉତ୍କଳ ବିଶ୍ୱବିଦ୍ୟାଳୟ
ୱେବସାଇଟwww.nkdegreemahavidyalaya.org


ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟ, ଭାରତୀୟ ରାଜ୍ୟ ଓଡ଼ିଶାର ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ତାଳଚେର ସହରର ଦକ୍ଷିଣ ବଲଣ୍ଡାରେ ଅବସ୍ଥିତ ।[୧] ଏହା ୧୯୯୨ ମସିହାରେ ଏହି ମହାବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା ।[୨] ୧୯୮୭ ମସିହାରେ ପ୍ରଥମେ ଏକ ବେସରକାରୀ ଟିଉଟୋରିଆଲ କଲେଜ " ନୀଳକଣ୍ଠେଶ୍ୱର ବିଦ୍ୟାପୀଠ" ଭାବରେ ସ୍ଥାପିତ ହୋଇଥିଲା । ଏହାକୁ ଏହି ଅଞ୍ଚଳରେ ଥିବା ମହାନଦୀ କୋଇଲା ଖଣି ସମୂହର(MCL) କର୍ମଚାରୀଙ୍କ ପୁଅ ଝିଅଙ୍କ ଉଚ୍ଚଶିକ୍ଷାର ସୁବିଧା ନିମନ୍ତେ ସ୍ଥାପନ କରାଯାଇଥିଲା । ୧୯୮୯ ମସିହାରେ ଏହା ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ସହବନ୍ଧିତ ହେଇ ରହିଛି ।[୩][୪]

ଆଧାର [ସମ୍ପାଦନା]

  1. "ହେଂସମୂଳ ବିସ୍ଥାପିତ କଲୋନୀ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ". sarbasadharana.com. sarbasadharana. Retrieved 19 July 2019.
  2. Universities Handbook: India. Inter University Board of India. 2010.
  3. http://rtiodisha.gov.in/dept_home.php?id=12&oid=4053&sid=2[permanent dead link]
  4. http://rtiOdisha.gov.in/print_dept_home.php?dept_id=12&office_id=4053&sec_id=1&page=&pid=2[permanent dead link]