Jump to content

ନୀଲୁ ବଘେଲା

ଉଇକିପିଡ଼ିଆ‌ରୁ
ନୀଲୁ ବଘେଲା
ଜନ୍ମ (1970-04-15) ୧୫ ଅପ୍ରେଲ ୧୯୭୦ (ବୟସ ୫୫)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ନର୍ତ୍ତକୀ, ଟିଭି ଉପସ୍ଥାପିକା
ସକ୍ରିୟ ବର୍ଷ୧୯୮୧–ଏବେଯାଏଁ
ପ୍ରସିଦ୍ଧିଦିୟା ଔର୍ ବାତି ହମ୍‌
ତୁ ସୂରଜ ମେଁ ସାଞ୍ଝ, ପିୟାଜି
ବୈବାହିକ-ସାଥୀଅରବିନ୍ଦ କୁମାର
ସନ୍ତାନ

ନୀଲୁ ବଘେଲା (ଜନ୍ମ: ୧୫ ଅପ୍ରେଲ ୧୯୭୦)[][] ଜଣେ ଭାରତୀୟ ଅଭିନେତ୍ରୀ, ନର୍ତ୍ତକୀ ଓ ଟେଲିଭିଜନ ବ୍ୟକ୍ତିତ୍ୱ । ସେ ମୁଖ୍ୟତଃ ରାଜସ୍ଥାନୀ କଥାଚିତ୍ର ଓ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ ଷ୍ଟାର ପ୍ଲସରେ ପ୍ରସାରିତ ହିନ୍ଦୀ ଧାରାବାହିକ ଦିଆ ଔର ବାତି ହମ୍ ଏବଂ ଏହାର ସିକ୍ୱେଲ ତୁ ସୁରଜ ମୈଁ ସାଞ୍ଜ, ପିୟାଜୀରେ ସନ୍ତୋଷ ଅରୁଣ ରାଠୀ ଓରଫ ଭାଭୋ ଭୂମିକାରେ ମଧ୍ୟ ଜଣାଶୁଣା । ତାଙ୍କର ନିଜର ପ୍ରଡକ୍ସନ ହାଉସ ଅରୁଣିଲ ଫିଲ୍ମସ ରହିଛି, ଯାହା ଅଧିନରେ ସେ ରାଜସ୍ଥାନୀ କଥାଚିତର ନିର୍ମାଣ କରନ୍ତି ।[]

ପ୍ରାରମ୍ଭିକ ଜୀବନ ଓ ପେଷା

[ସମ୍ପାଦନା]

ନୀଲୁ ଜଣେ ମଞ୍ଚ କଳାକାର ଭାବରେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ୧୯୮୧ ମସିହାରେ, ୧୧ ବର୍ଷ ବୟସରେ ସୁପତାର ବିନାନୀ କଥାଚିତ୍ରରେ ଅଭିନୟ କରିଥିଲେ ଏବଂ ବାଇ ଚାଲି ସସାରିୟାରେ ଅଭିନୟ କରିଥିଲେ ଯାହା ହିନ୍ଦୀରେ ସାଜନ କା ଘର ନାମରେ ପୁନଃନିର୍ମିତ ହୋଇଥିଲା ।

ସେ ରାମଗଡ଼ ରି ରାମଲି, ଜୟ କର୍ଣ୍ଣି ମାତା, ନୈନି ବାଇ ରୋ ମେରୋ, ଲାଞ୍ଚ ଗୁଜରୀ, ଦେରାଣୀ ଜେଠାନି, ରାମକୁଡ଼ି ଗମକୁଡି, ବୈସା ରା ଜଟନ କାରୋ, ଦାଦୋସରୀ ଲାଡଲି, ବୀର ତେଜାଜୀ ଏବଂ ବାଇ ଚାଲି ସସାରିୟେ ଭଳି କଥାଚିତ୍ରରେ ମଧ୍ୟ ନଜର ଆସିଛନ୍ତି ।[]

ସେ ଅରବିନ୍ଦ କୁମାରଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟରୁ ତାଙ୍କୁ ଅନଫଲୋ କରିବା ସହ 'ବଘେଲା' ଉପନାମ ମଧ୍ୟ ହଟାଇ ଦେଇଥିବାରୁ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିବା ଚର୍ଚ୍ଚା ହେଉଛି ।[]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ଆଧାର
୨୦୧୧–୨୦୧୬ ଦିୟା ଔର୍ ବାତି ହମ୍ ସନ୍ତୋଷ ଅରୁଣ ରାଠୀ []
୨୦୧୨–୨୦୧୩ ନାଚ୍ ବଲିୟେ ୫ ପ୍ରତିଯୋଗୀ []
୨୦୧୩ ମେରି ମାଆ ଉପସ୍ଥାପିକା []
୨୦୧୭–୨୦୧୮ ତୁ ସୂରଜ ମେଁ ସାଞ୍ଜ, ପିୟାଜି ସନ୍ତୋଷ ଅରୁଣ ରାଠୀ [][୧୦]
୨୦୧୮–୨୦୧୯ ମେଁ ମାଇକେ ଚଲି ଯାଉଙ୍ଗି ତୁମ୍ ଦେଖ୍‌ତେ ରହିୟୋ [୧୧][୧୨]
୨୦୨୦ ସାଦି ମୁବାରକ୍ ବୁଆ [୧୩]
୨୦୨୦–୨୦୨୧ ଆୟେ ମେରେ ହମ୍‌ସଫର୍ ପ୍ରତିଭା କୋଠାରୀ [୧୪]
୨୦୨୧–୨୦୨୨ ପବିତ୍ର: ଭରୋସେ କା ସଫର୍ ଉମା ଠାକୁର [୧୫]
୨୦୨୨–୨୦୨୩ ବିନ୍ଦିୟା ସରକାର ବର୍ଫି ଭରଦ୍ୱାଜ
୨୦୨୩ ଲାଲ୍ ବନାରସୀ
୨୦୨୪ ମେରା ବଲମ ଥାନେଦାର ଭବାନୀ ଚୁନ୍ଦୱାତ
ସୁହାଗନ୍ ଶାନ୍ତି ଶୁକ୍ଳା
ଧ୍ରୁବ ତାରା – ସମୟ ସାଦି ସେ ପରେ ରାଜରାଣୀ
ସାଝା ସିନ୍ଦୂର ହୁକୁମ
୨୦୨୪–ଏବେଯାଏଁ ଶ୍ୟାମ ଧୁନ ଲାଗି ରେ ଶ୍ରୀମତି ମେହେଟ୍ଟା
ମେଁ ଦିଲ୍ ତୁମ୍ ଧଡ଼କନ୍
  • ରାମଗଡ଼ ରି ରାମଲି
  • ଜୟ କର୍ଣ୍ଣି ମାତା
  • ନୈନି ବାଇ ରୋ ମାୟରୋ
  • ବାବା ଜି କା ଠୁଲ୍ଲୁ
  • ଦେରାନି ଜେଠାନି
  • ଧରମଭାଇ
  • ରାମକୁଡ଼ି ଘମକୁଡ଼ି
  • ବିନାନି
  • ବୈସା ର ଜତନ କରୋ
  • ଦାଦୋସାରି ଲାଡ଼ଲି
  • ବୀରା ତେଜାଜି
  • ବାଇ ଚାଲି ସାସାରିୟେ
  • ନନ୍ଦ ଭୋଜାଇ
  • ସୁପାତ୍ତର ବିନାନି
  • ଲାଡୋ ତାରୋ ଗାଓଁ ବଡ଼ୋ ପ୍ୟାରୋ[୧୬]
  • ବିନାନି
  • ଜାତନୀ
  • ବାବା ରାମଦେବ
  1. "SBS Special: Neelu Vaghela celebrates her birthday and spends a day with SBS". Abp Live. 16 April 2019. Archived from the original on 17 April 2019. Retrieved 11 September 2019.
  2. "Diya Aur Baati Hum's Bhabho Aka Neelu Vaghela's Special Birthday Gift". 16 April 2015.
  3. Saloni Bhatia, "Raj film queen on telly", Daily Pioneer, 4 February 2012
  4. "50 फिल्मों से भी नहीं मिली पहचान, यूं मशहूर हुई". www.patrika.com. Archived from the original on 8 January 2021. Retrieved 2019-08-07.
  5. "Neelu Vaghela: Today's life situations teaches you to go away from your relatives - Times of India". The Times of India (in ଇଂରାଜୀ). 28 November 2018. Retrieved 2019-08-07.
  6. "Is Neelu Vaghela quitting Diya Aur Baati Hum?". Times of India. 19 December 2014.
  7. "I get all my energy from my kids: Neelu Vaghela". Times of India. 8 January 2013.
  8. "TV stars to celebrate Mother's Day with real-life moms". India Today. 3 May 2013.
  9. Razzaq, Sameena (2017-02-22). "Bhabho is back for round two in TV". The Asian Age. Retrieved 2019-08-07.
  10. "A day out with Bhabho aka Neelu Vaghela". India Today (in ଇଂରାଜୀ). 13 June 2018. Retrieved 2019-08-07.
  11. "Bhabho aka Neelu Vaghela to make a comeback in a different avatar". India Today (in ଇଂରାଜୀ). Indo-Asian News Service. August 2, 2018. Retrieved 2019-08-07.
  12. "Ashok Lokhande and Neelu Vaghela to play exes on 'Main Maayke Chali Jaaungi' - Times of India". The Times of India (in ଇଂରାଜୀ). 11 April 2019. Retrieved 2019-08-07.
  13. "Rajshree Thakur seeks inspiration from veteran actress Neena Gupta for her upcoming role as Preeti Jindal in 'Shaadi Mubarak'". The Times of India. 24 August 2020.
  14. "Neelu Vaghela: 'Namish Taneja calls me 'maa' on the sets, and is always up for feedbacks'". The Times of India. 31 August 2020.
  15. Service, Tribune News. "Neelu Vagela, who will be seen in the show Pavitraa Bharose Ka Safar, talks about her journey so far". Tribuneindia News Service.
  16. "Neelu Vaghela In Rajasthani Movie, Lado Tharo Gaon Bado Pyaro - Rajasthani Scene 4/15". YouTube. 18 January 2014.

ବାହାର ଲିଙ୍କ୍

[ସମ୍ପାଦନା]