Jump to content

ନିହାରିକା କାରିର

ଉଇକିପିଡ଼ିଆ‌ରୁ
ନିହାରିକା କାରିର
ଜନ୍ମ
ଦିଲ୍ଲୀ, ଭାରତ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ

ନିହାରିକା କାରିର ଜଣେ ଭାରେତୀୟ ଅଭିନେତ୍ରୀ । ଦିଲ୍ଲୀରେ ଜନ୍ମିତ ଏହି ଅଭିନେତ୍ରୀ ମୁଖ୍ୟତଃ ପଞ୍ଜବୀ-ଭାଷୀ କଥାଚିତ୍ର ଜଗତରେ କାମ କରନ୍ତି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ଫ୍ୟାସନ୍ ଡିଜାଇନ୍ ଅଭ୍ୟାସ କରୁଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ଏକ ରିଆଲିଟି ଶୋ'ର ଅଂଶ ହେବାର ସୁଯୋଗ ମିଳିଲା ସେତେବେଳେ ଅଭିନୟ ପ୍ରତି ତାଙ୍କର ଆଗ୍ରହ ବୃଦ୍ଧି ପାଇଲା । ଧାରାବାହିକରେ ଅଭିନୟ କରିବା ପାଇଁ ତାଙ୍କୁ ଅନେକ ସୁଯୋଗ ମିଳିଥିଲା କିନ୍ତୁ ଶିକ୍ଷା ସମାପ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପରେ ମୁମ୍ବାଇ ଚାଲି ଯାଇଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

କାରିର ରିଆଲିଟି ଶୋ' ଏମ୍‌ଟିଭି ସ୍ପିଲ୍‌ଟ୍ସ ଭିଲ୍ଲାରେ ନଜର ଆସିଥିଲେ। ଜସ୍ମିତଙ୍କ ଦ୍ୱାରା ନିର୍ମିତ ମ୍ୟୁଜିକ୍ ଭିଡିଓ 'ଜୁଗନି ଫୁର୍' ତାଙ୍କ ସଫଳତ ଦେଇଥିଲା ।

୨୦୧୩ ମସିହାରେ, ସେ ଆଦିତ୍ୟ ସୁଦଙ୍କ ନିର୍ଦ୍ଦେଶିତ ଓଏ ହୋଏ ପ୍ୟାର ହୋ ଗୟାରେ ଗାୟିକା ଶରି ମାନଙ୍କ ବିପକ୍ଷରେ ପଞ୍ଜାବୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର/ଟେଲିଭିଜନ ଭୂମିକା ଭାଷା
୨୦୧୩ ଓଏ ହୋଏ ପ୍ୟାର୍ ହୋ ଗୟା ମୀଟ୍ ପଞ୍ଜାବୀ
  1. "Kollywood calling Niharika Kareer". The Times of India. 15 January 2017. Retrieved 25 August 2018.

ବାହାର ଲିଙ୍କ୍

[ସମ୍ପାଦନା]