Jump to content

ନିର୍ମଳା ଭୁରିଆ

ଉଇକିପିଡ଼ିଆ‌ରୁ
ନିର୍ମଳା ଭୁରିଆ
କ୍ୟାବିନେଟ ମନ୍ତ୍ରୀ: ମଧ୍ୟ ପ୍ରଦେଶ ସରକାର
Assumed office
୨୫ ଡିସେମ୍ବର ୨୦୨୩
ପୂର୍ବ ଅଧିକାରୀବିଳାସିଂହ ମୈଦା
ନିର୍ବାଚନ ମଣ୍ଡଳୀପେଟଲାୱାଡ଼
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବୃତ୍ତିରାଜନୀତିଜ୍ଞ

ନିର୍ମଳା ଭୁରିଆ ଜଣେ ଭାରତୀୟ ରାଜନୀତିଜ୍ଞ । ୨୦୦୮ ମସିହାରେ ହୋଇଥିବା ମଧ୍ୟ ପ୍ରଦେଶ ବିଧାନ ସଭା ନିର୍ବାଚନରେ, ସେ ପେଟଲାୱାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ପ୍ରଦେଶ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][] ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[] ତାଙ୍କ ବାପା ଦିଲୀପ ସିଂହ ଭୁରିଆ ଜଣେ ଜଣାଶୁଣା ଆଦିବାସୀ ନେତା ଥିଲେ ।

  1. "The Hindu : Other States / Madhya Pradesh News : Chauhan allocates Ministers' portfolios". www.hindu.com. Archived from the original on 11 June 2008. Retrieved 17 January 2022.
  2. "Petlawad Constituency Election Results 2023" (in ଇଂରାଜୀ). The Times of India. 3 December 2023. Archived from the original on 27 February 2025. Retrieved 27 February 2025.
  3. "Madhya Pradesh Assembly Election Results 2023 - Petlawad". Election Commission of India. 3 December 2023. Archived from the original on 27 February 2025. Retrieved 27 February 2025.