Jump to content

ନିମୁବେନ ବମ୍ଭାନିୟା

ଉଇକିପିଡ଼ିଆ‌ରୁ
ନିମୁବେନ ବମ୍ଭାନିୟା
ସାଂସଦ: ୧୮ଶ ଲୋକ ସଭା
Assumed office
ଜୁନ ୨୦୨୪
ରାଷ୍ଟ୍ରପତିଦ୍ରୌପଦୀ ମୁର୍ମୁ
Vice Presidentଜଗଦୀପ ଧନକର
ପୂର୍ବ ଅଧିକାରୀଭାରତୀ ଶିୟାଲ
ରାଷ୍ଟ୍ରମନ୍ତ୍ରୀ, ଭାରତ ସରକାର[]
Assumed office
୧୧ ଜୁନ ୨୦୨୪
ପୂର୍ବ ଅଧିକାରୀନିରଞ୍ଜନ ଜ୍ୟୋତି
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-09-08) ୮ ସେପ୍ଟେମ୍ବର ୧୯୬୬ (ବୟସ ୫୯)
ଭାଉନଗର, ଗୁଜରାଟ, ଭାରତ
ନାଗରିକତାଭାରତୀୟ
ଜାତୀୟତାଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଜୟନ୍ତିଭାଇ ଓଧାବଜୀଭାଇ ବମ୍ଭାନିୟା
ଶିକ୍ଷାବି.ଏସ୍‌ସି., ବି.ଇଡି.
ଶିକ୍ଷାନୁଷ୍ଠାନସାର୍ ପି.ପି. ଇନିଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ
ବୃତ୍ତିରାଜନେତା
ପେଷାଶିକ୍ଷକ
ପୋର୍ଟଫୋଲିଓରାଷ୍ଟ୍ରମନ୍ତ୍ରୀ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ, ଭାରତ ସରକାର[]

ନିମୁବେନ ଜୟନ୍ତିଭାଇ ବମ୍ଭାନିୟା ଜଣେ ଭାରତୀୟ ସମାଜସେବୀ ଓ ରାଜନେତ୍ରୀ । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଭାଉନଗର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୮ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଭାରତ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[][] ୨୦୨୪ ନିର୍ବାଚନରେ, ସେ ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ୪,୫୫,୨୮୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]
  • ୨୦୦୭ - ୨୦୦୯: ଅଧକ୍ଷା, ଜୁନିଅର ଚାମ୍ବର ଇଣ୍ଟରନ୍ୟାସନାଲ
  • ୨୦୦୯ - ୨୦୧୦: ମେୟର, ଭାୱନଗର ମହାନଗର ନିଗମ[]
  • ୨୦୧୫ - ୨୦୧୮: ମେୟର, ଭାୱନଗର ମହାନଗର ନିଗମ[]
  • ୨୦୦୯ - ୨୦୧୧: ସଭାପତି, ଭାୱନଗର ସଦର ବିଜେପି ମହିଳା ମୋର୍ଚ୍ଚା
  • ୨୦୧୩ - ୨୦୨୧: ଉପସଭାପତି, ଗୁଜରାଟ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା
  • ୨୦୨୪ - ଏବେଯାଏଁ: ସାଂସଦ, ଭାୱନଗର ଲୋକ ସଭା ନିର୍ବାଚନ ମଣ୍ଡଳୀ[]
  • ୨୦୨୪ - ଏବେଯାଏଁ: ରାଷ୍ଟ୍ର ମନ୍ତ୍ରୀ, ଭାରତ ସରକାର[][]
  1. "Modi 3.0 Cabinet portfolio allocation: Check the full list and details on ministerial responsibilities - CNBC TV18". CNBCTV18 (in ଇଂରାଜୀ). 2024-06-10. Retrieved 2024-06-11.
  2. "Modi Cabinet portfolios allocated; Sitharaman retains finance ministry, Jaishankar to serve as EAM again". The Economic Times. 2024-06-10. ISSN 0013-0389. Retrieved 2024-06-11.
  3. ୩.୦ ୩.୧ "Bhavnagar, Gujarat Lok Sabha Election Results 2024 Highlights: Nimuben Bambhaniya Triumphs by 455289 Votes". India Today (in ଇଂରାଜୀ). 2024-06-04. Retrieved 2024-06-04.
  4. "Ex-Bhavnagar mayor Nimuben Bambhaniya sworn in as Minister of State". India Today (in ଇଂରାଜୀ). 2024-06-10. Retrieved 2024-06-10.
  5. India, Election commission of (2024). "Bhavnagar Lok Sabha result 2024". Election Commission of India.
  6. DeshGujarat (2024-03-13). "Who is Nimuben Bambhaniya, BJP Lok Sabha candidate for Bhavnagar seat". DeshGujarat (in ଆମେରିକୀୟ ଇଂରାଜୀ). Retrieved 2024-06-04.
  7. "Gujarat civic body polls: Bhavnagar, Jamnagar get women mayors". The Indian Express (in ଇଂରାଜୀ). 2015-12-14. Retrieved 2024-06-04.
  8. "Ex-Bhavnagar mayor Nimuben Bambhaniya sworn in as minister of state". The Week (in ଇଂରାଜୀ). Retrieved 2024-06-10.
  9. "Modi 3.0 Cabinet: Who gets what portfolio". Deccan Herald (in ଇଂରାଜୀ). Retrieved 2024-06-11.