Jump to content

ନିମିଶା ବଖାରିଆ

ଉଇକିପିଡ଼ିଆ‌ରୁ
ନିମିଶା ବଖାରିଆ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ବୈବାହିକ-ସାଥୀନୀତିନ ବଖାରିଆ

ନିମିଶା ବଖାରିଆ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ କାମ କରନ୍ତି ।[][]

ଟେଲିଭିଜନ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୧୯୯୯ ଏକ୍ ମହଲା ହୋ ସପ୍ନୋ କା ପୂର୍ଣ୍ଣିମା
୨୦୦୫–୨୦୧୦ ବା ବହୂ ଔର୍ ବେବି ଚାରୁବାଳା ତୁଷାର ଭୟାନି ମୁଖ୍ୟ ଭୂମିକା
୨୦୦୬ କୁମ୍‌କୁମ୍ – ଏକ୍ ପ୍ୟାରା ସା ବନ୍ଧନ ଶାନ୍ତି କେମିଓ
୨୦୦୭–୨୦୦୯ ତୀନ୍ ବହୁରାନୀୟାଁ କୋକିଲା ଘୀୱାଲା
୨୦୦୮ ସାସ୍ ଭର୍ସେସ୍ ବହୂ ନିଜେ ଡ୍ୟାନ୍ସ ରିଆଲିଟି ଶୋ
୨୦୦୮–୨୦୦୯ ଶ୍ରୀ ପୁତ୍‌ଲିବାଇ ସହ-କଳାକାର
୨୦୧୦–୨୦୧୨ ରାମ ମିଲାୟି ଯୋଡ଼ି ବିଜଲ ଗାନ୍ଧୀ ନକାରାତ୍ମକ ଭୂମିକା
୨୦୧୦ ତାରକ ମେହଟ୍ଟା କା ଉଲ୍‌ଟା ଚଷମା ଜୟଶ୍ରୀ ପାରେଖ
୨୦୧୧ ଅଦାଲତ ମିଷ୍ଟ୍ରେସ୍ ଠାକ୍କର୍
୨୦୧୧–୨୦୧୫ ଶଶୁରାଲ୍ ସିମର୍ କା ମନୋରଞ୍ଜନ ସିଂହ ନକାରାତ୍ମକ ଭୂମିକା
୨୦୧୪ ବଡ଼ି ଦୂର୍ ସେ ଆୟେ ହୈ ନୀଳିମା ରାଇଚୁରା []
୨୦୧୬ ତମନ୍ନା
ବାଳିକା ବଧୂ ତ୍ରିବେଣୀ
୨୦୧୭–୨୦୨୦, ୨୦୨୪-ଏବେଯାଏଁ ତେନାଲି ରାମା ଲକ୍ଷ୍ମୀଆମ୍ମା []
୨୦୨୦ ଶକ୍ତି – ଅସ୍ତିତ୍ୱ କେ ଏହସାସ୍ କି ତେଜିନ୍ଦର୍ ସିଂହ
୨୦୨୧ ୱାଗଲେ କି ଦୁନିୟା – ନୟି ପୀଢ଼ି ନୟେ କିସ୍ସେ ରେଖା ଗୋନ୍ଦାଲେକର
୨୦୨୨ ସୁଭ ଲାଭ – ଆପକେ ଘର୍ ମେଁ କବିତା ତୋଷ୍ନିୱାଲ
ଆନନ୍ଦିବା ଔର୍ ଇମିଲି
୨୦୨୩ ଅଜୂନି ଅମ୍ରିତ ଜର୍ନାଇଲ ସିଂହ ବଗା
୨୦୨୩–୨୦୨୪ ପ୍ୟାର୍ କା ପେହଲ୍ ଅଧ୍ୟାୟ : ଶିବ ଶକ୍ତି ମନୋରମା
୨୦୨୪–ଏବେଯାଏଁ ଇଉନାଇଟେଡ୍ ଷ୍ଟେଟ୍‌ସ୍ ଅଫ୍ ଗୁଜରାଟ ଜସୁମତି ମୋଦି

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା
୨୦୧୦ ଖିଚ୍‌ଡ଼ି: ଦି ମୁଭି ଜୟଶ୍ରୀ ପାରେଖ
୨୦୨୫ ଧୁମ୍ ଧାମ୍ ସୁହାସିନୀ ପୋଦ୍ଦାର
  1. "A look at the inspirational journey of Nimisha Vakharia". news.abplive.com (in ଇଂରାଜୀ). 2020-08-09. Retrieved 2021-06-04.
  2. "Nimisha Vakharia to star in 'Badi Dooooor Se Aaye Hai'". The Indian Express (in ଇଂରାଜୀ). 2015-04-14. Retrieved 2021-06-04.
  3. "Nimisha Vakharia to star in 'Badi Dooooor Se Aaye Hai'". The Indian Express (in ଇଂରାଜୀ). 2015-04-14. Retrieved 2021-05-05.
  4. "Tenali Rama, the epic folklore on small screen soon - Times of India". The Times of India (in ଇଂରାଜୀ). 7 July 2017. Retrieved 2021-05-05.

ବାହାର ଲିଙ୍କ୍

[ସମ୍ପାଦନା]