ନିମାବେନ୍ ଆଚାର୍ଯ୍ୟ
ନିମାବେନ୍ ଆଚାର୍ଯ୍ୟ | |
|---|---|
| Speaker of Gujarat Legislative Assembly | |
| କାର୍ଯ୍ୟକାଳ 27 September 2021 – 8 December 2022 | |
| ପୂର୍ବ ଅଧିକାରୀ | Rajendra Trivedi |
| Member of Legislative Assembly, Gujarat | |
| କାର୍ଯ୍ୟକାଳ 2012–2022 | |
| ନିର୍ବାଚନ ମଣ୍ଡଳୀ | Bhuj |
| କାର୍ଯ୍ୟକାଳ 2002–2012 | |
| ନିର୍ବାଚନ ମଣ୍ଡଳୀ | Anjar |
| କାର୍ଯ୍ୟକାଳ 1995–1998 | |
| ନିର୍ବାଚନ ମଣ୍ଡଳୀ | Abdasa |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | Nagnesh, Surendranagar (Gujarat) |
| ଜାତୀୟତା | Indian |
| ରାଜନୀତିକ ଦଳ | Bharatiya Janata Party |
| ଜୀବନ ସାଥୀ | Bhaveshbhai F. Acharya |
| ଶିକ୍ଷା | M.B.B.S., D.G.O., M.D. (Gynec and Obstetric) |
| ପେଷା | Doctor, Politician and Social Worker |
| ୱେବସାଇଟ | nimabenacharya |
ନିମାବେନ୍ ଭାବେଶଭାଇ ଆଚାର୍ଯ୍ୟ ଗୁଜରାଟର ଅଞ୍ଜାର ନିର୍ବାଚନମଣ୍ଡଳୀର ୧୨ତମ ବିଧାନସଭା ପାଇଁ ବିଧାନସଭାର ସଦସ୍ୟ ଥିଲେ[୧][୨] । ସେ ପୂର୍ବରୁ ଗୁଜରାଟ ପରିବାର ନିୟୋଜନ ପରିଷଦରେ କାର୍ଯ୍ୟ କରିଥିଲେ । [୩]
ଘଟଣା
[ସମ୍ପାଦନା]ଏପ୍ରିଲ୍ ୨୦୧୭ ମସିହାରେ, ଆଚାର୍ଯ୍ୟ ଏକ ଶବଦାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ସମୟରେ ତାଙ୍କ ଗାଡ଼ି ଉପରେ ଅଜଣା ଲୋକମାନେ ଆକ୍ରମଣ କରିଥିଲେ, ଯେଉଁମାନେ ପଥର ଫିଙ୍ଗି ତାଙ୍କ କାରର କାଚ ଭାଙ୍ଗି ଦେଇଥିଲେ, କିନ୍ତୁ ଆଚାର୍ଯ୍ୟ ଏବଂ ତାଙ୍କ ଡ୍ରାଇଭରଙ୍କର କିଛି କ୍ଷତ-ବିକ୍ଷତ ହୋଇନଥିଲା । [୪]
ବିବାଦ
[ସମ୍ପାଦନା]୨୦୦୯ ମସିହା ଲୋକସଭା ନିର୍ବାଚନରେ ପୂର୍ବତନ ବିଧାୟକ କାନ୍ତି ଅମୃତିଆଙ୍କ ସହ ଟଙ୍କା ଦେଇ ଭୋଟରଙ୍କୁ କିଣିବା ଉଦେଶ୍ୟରେ ମୋର୍ବି ମାଜିଷ୍ଟ୍ରେଟ ତାଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।[୫]
ରାଜନୈତିକ ଜୀବନ
[ସମ୍ପାଦନା]ଅନେକ ଲୋକ ଜାଣନ୍ତି ନାହିଁ ଯେ ସେ ୨୦୦୨ ଏବଂ ୨୦୦୭ ବିଧାନସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତି ଭାରତୀୟ ଜାତୀୟ କଂଗ୍ରେସରୁ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ଶୀଘ୍ର ୨୦୦୭ ମସିହାରେ, ତାଙ୍କ ସ୍ୱାମୀ ଏବଂ ୬ ଜଣ କର୍ପୋରେଟର ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ, ନିମାବେନ୍ ଯଥାକ୍ରମେ ତାଙ୍କ ସ୍ୱାମୀଙ୍କ ପଥ ଅନୁସରଣ କରିଥିଲେ।[୬]
୨୦୦୭ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ଭୈରୋଁ ସିଂହ ଶେଖାୱତଙ୍କୁ ଭୋଟ ଦେବା ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ କଂଗ୍ରେସ ଦଳରୁ ବାହାର କରିଦିଆଯାଇଥିଲା [୭]
ଆଧାର
[ସମ୍ପାଦନା]- ↑ "Facebook Page". Facebook. Retrieved 16 September 2018.
- ↑ "TWELFTH GUJARAT LEGISLATIVE ASSEMBLY". Gujarat assembly. Archived from the original on 24 September 2015. Retrieved 19 May 2012.
- ↑ Ketu H. Katrak (୧୫ ଫେବୃଆରୀ ୨୦୦୬). The Politics of the Female Body: Postcolonial Women Writers (in ଇଂରାଜୀ). Rutgers University Press. p. 239. ISBN 978-0-8135-3715-3. LCCN 2005011646. OCLC 71844106. OL 19874395M. Wikidata Q66175057.
{{cite book}}: Check date values in:|publication-date=(help) - ↑ "Stones hurled at Gujarat BJP MLA Neemaben Acharya's vehicle". The Indian Express. 17 April 2017.
- ↑ "One-yr jail term for MLA Nima Acharya, ex-MLA Kanti Amrutiya".
- ↑ "Sitting Cong MLA's husband joins BJP". 8 April 2004.[dead link]
- ↑ "15 rebels ignore Modi, vote for Patil - Indian Express".