ନିଗ୍ରୋ ଜନି
ଦେଖଣା
ଜନି | |
---|---|
ଫାଇଲ:Negro-Johnny-pic.jpg | |
ଜନ୍ମ ଓ ଜନ୍ମସ୍ଥାନ | ଜନି ୨୨ ଡିସେମ୍ବର ୧୯୫୯ |
ମୃତ୍ୟୁ | ୩୦ ସେପ୍ଟେମ୍ବର ୨୦୦୭[୧] | (ବୟସ ୪୭)
ଛଦ୍ମନାମ | ନିଗ୍ରୋ ଜନି |
ବୃତ୍ତି |
|
ଭାଷା | କନ୍ନଡ଼ |
ଜାତୀୟତା | ଭାରତ |
ଜନି ଜଣେ ଭାରତୀୟ ଅଭିନେତା, ଷ୍ଟଣ୍ଟ କୋର୍ଡ଼ିନେଟର୍ ଥିଲେ । ସେ ମୁଖ୍ୟତଃ କନ୍ନଡ଼ ଭାଷାରେ କଥାଚିତ୍ରରେ କାମ କରିଥିଲେ ଏବଂ ନିଗ୍ରୋ ଜନି ଭାବରେ ଜଣାଶୁଣା । ସମ୍ୟୁକ୍ତା (୧୯୮୮), ଗଜପତି ଗର୍ଭଭଙ୍ଗା (୧୯୮୯) ଏବଂ ଏସ୍ପି ସଙ୍ଗଲିୟାନା ୨ (୧୯୯୦) ଭଳି ଜଣାଶୁଣା କଥାଚିତ୍ରରେ ସେ କାମ କରିଛନ୍ତି ।
ଜୀବନୀ ଓ ପେଷା
[ସମ୍ପାଦନା]ସେ ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ଲେଜର । କଥାଚିତ୍ରରେ, ସେ ତାଙ୍କ ନାମ ନିଗ୍ରୋ ଜନିକୁ ପରିବର୍ତ୍ତନ କରିଥିଲେ । ସେ ୩୦୦ରୁ ଅଧିକ କନ୍ନଡ଼, ମାଲାୟଲମ, ତେଲୁଗୁ ଓ ତାମିଲ କଥାଚିତ୍ରରେ କାମ କରିଥିଲେ ।[୧]
ବଛାବଛା କଥାଚିତ୍ର
[ସମ୍ପାଦନା]- ନୀ ନା ଗେଲ୍ଲାଲାରେ (୧୯୮୧)
- ପ୍ରେମା ମାଷ୍ଟର[୨] (୧୯୮୨)
- ସିଲ୍କ ସିଲ୍କ ସିଲ୍କ (୧୯୮୩; ତାମିଲ)
- ଟାଇଗର୍ (୧୯୮୬)
- ଦିଗ୍ବିଜୟ (୧୯୮୭)
- ବେଦି (୧୯୮୭)
- ଭାରତ (୧୯୮୮)
- ଇନ୍ସପେକ୍ଟର ବିକ୍ରମ (୧୯୮୯)
- ପରଶୁରାମ (୧୯୮୯)
- ପ୍ରତାପ (୧୯୯୦)
- କଳିଯୁଗ ଭୀମ (୧୯୯୧)
- ଗଗନ (୧୯୮୯)
- ସୁନ୍ଦର କାଣ୍ଡ (୧୯୯୧)
- ଥୂଗୁବେ କ୍ରିଷ୍ଣନା (୧୯୯୪)
- ବମ୍ବାଟ ରାଜା ବନ୍ଦାଳ ରାନୀ (୧୯୯୫)
- ସ୍ୱସ୍ତିକ (୧୯୯୯)
- ଶାପ (୨୦୦୧)
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Actor Johnny passes away". The Hindu. September 29, 2016. Archived from the original on June 9, 2018. Retrieved September 29, 2016.
- ↑ "Prema Mathsara (1982) Kannada movie: Cast & Crew". chiloka.com. Retrieved 2024-01-09.