ନିଓମାଇସିନ/ପଲିମିକ୍ସିନ ବି/ବାସିଟ୍ରାସିନ

ଉଇକିପିଡ଼ିଆ‌ରୁ
ନିଓମାଇସିନ/ପଲିମିକ୍ସିନ ବି/ବାସିଟ୍ରାସିନ
A tube of Neosporin
Combination of
Polymyxin B sulfateAntibiotic
Neomycin sulfateAntibiotic
Bacitracin zincAntibiotic
Clinical data
Trade namesNeosporin, others
AHFS/Drugs.com
MedlinePlusa601098
data
Pregnancy
category
Routes of
administration
Topical, eye drops
Legal status
Legal status
  • US: OTC / Rx-only
  (verify)

ନିଓମାଇସିନ/ପଲିମିକ୍ସିନ ବି /ବାସିଟ୍ରାସିନ, ଅନ୍ୟ ନାମ ଟ୍ରିପଲ୍ ଆଣ୍ଟିବାୟୋଟିକ ମଲମ, ଯାହା ସାମାନ୍ୟ ଚର୍ମ ଆଘାତ ପରେ ସଂକ୍ରମଣ ସଂକଟ ହ୍ରାସ କରିବାକୁ ଓ ଆଖିର ବାହ୍ୟ ସଂକ୍ରମଣ ଚିକିତ୍ସାରେ ବ୍ୟବହାର କରାଯାଏ । [୨] [୩] ଏଥିରେ ନିଓମାଇସିନ, ପଲିମିକ୍ସିନ ବି, ବାସିଟ୍ରାସିନ ନାମକ ତିନୋଟି ଆଣ୍ଟିବାୟୋଟିକ ଥାଏ | [୪] ଏହା ବାସିଟ୍ରାସିନ/ ପଲିମିକ୍ସିନ ବି ଅପେକ୍ଷା କମ ପସନ୍ଦ କରାଯାଏ | [୫] ଏହା ଚର୍ମରେ ପ୍ରୟୋଗ କରାଯାଏ କିମ୍ବା ଚକ୍ଷୁ ବୁନ୍ଦ ଭାବରେ ବ୍ୟବହୃତ ହୁଏ | [୪] [୬]

ସାଧାରଣ ପାର୍ଶ୍ୱ ପାର୍ଶପ୍ରତିକ୍ରିୟାରେ ଗଲୁ ଓ ଚର୍ମ ରାସ ହୋଇପାରେ । [୭] ଅଧିକ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ରବଣହାନୀ ହୋଇପାରେ | [୧] ଗର୍ଭାବସ୍ଥାରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [୧] ଏହା ଅପେକ୍ଷାକୃତ ବ୍ରଡ଼ ସ୍ପେକ୍ଟ୍ରମ ଓ ଉଭୟ ଗ୍ରାମ ନେଗେଟିଭ ଓ ଗ୍ରାମ ପଜିଟିଭ ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ ହୁଏ | [୬]

ଏହି ଔଷଧ ମିଶ୍ରଣ ୧୯୭୧ ମସିହାରେ ଆମେରିକାରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୮] ଯୁକ୍ତରାଷ୍ଟ୍ରରରେ ବିନା ପ୍ରେସକ୍ରିପସନରେ ଏହା ଉପଲବ୍ଧ । [୧] ଏହା ୨୦୧୭ ମସିହାରେ ଦଶ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ସହିତ ଯୁକ୍ତରାଷ୍ଟ୍ରରେ ଏହା ୭୮ ତମ ସାଧାରଣ ପ୍ରେସକ୍ରିପସନ୍ ଔଷଧ ଥିଲା। [୯] [୧୦] ନିଓସ୍ପୋରିନ ବ୍ରାଣ୍ଡ ନାମରେ ମଧ୍ୟ ଏହା ବିକ୍ରି ହୁଏ | [୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Neomycin, polymyxin b, and bacitracin Topical Advanced Patient Information". Drugs.com. Retrieved 19 April 2019.
  2. "DailyMed - neomycin, bacitracin, polymyxin b ointment". dailymed.nlm.nih.gov. Retrieved 19 April 2019.
  3. "Neomycin and polymyxin B sulfates and bacitracin zinc ophthalmic ointment" (PDF). FDA. Retrieved 19 April 2019.
  4. ୪.୦ ୪.୧ "DailyMed - neomycin, bacitracin, polymyxin b ointment". dailymed.nlm.nih.gov. Retrieved 19 April 2019.
  5. Woo, Teri Moser; Robinson, Marylou V. (2015). Pharmacotherapeutics For Advanced Practice Nurse Prescribers. F.A. Davis. p. 651. ISBN 9780803645813. {{cite book}}: Unknown parameter |name-list-format= ignored (|name-list-style= suggested) (help)
  6. ୬.୦ ୬.୧ "Neomycin and polymyxin B sulfates and bacitracin zinc ophthalmic ointment" (PDF). FDA. Retrieved 19 April 2019.
  7. "Neomycin, polymyxin b, and bacitracin Topical Advanced Patient Information". Drugs.com. Retrieved 19 April 2019.
  8. "Drugs@FDA: FDA Approved Drug Products". U.S. Food and Drug Administration (FDA). Retrieved 19 April 2019.
  9. "The Top 300 of 2020". ClinCalc. Retrieved 11 April 2020.
  10. "Bacitracin; Neomycin; Polymyxin B - Drug Usage Statistics". ClinCalc. Retrieved 11 April 2020.
  11. "Neosporin (topical) Uses, Side Effects & Warnings". Drugs.com. Retrieved 19 April 2019.