ନାର୍ନାଉଲ୍
ଦେଖଣା
Narnaul
नारनौल | |
---|---|
City | |
ଦେଶ | India |
ରାଜ୍ୟ | Haryana |
ଜିଲ୍ଲା | Mahendragarh |
Elevation | 318 m (1,043 ft) |
Population (2012) | |
• Total | ୧,୩୨,୦୪୭(୮୫,୦୦୦city) |
• Density | 571/km2 (1,480/sq mi) |
ଭାଷା | |
• ସରକାରୀ | Hindi& English |
Time zone | UTC+05:30 (IST) |
Area code | 01282 |
ଯାନବାହାନ ପଞ୍ଚୀକରଣ | HR-35 xxxx (for non-commercial vehicles) HR-66 xxxx (for commercial vehicles) |
Sex ratio | 879 ♂/♀ |
Climate | Cw (Köppen) |
Precipitation | 570 millimetres (22 in) |
Avg. summer temperature | 38 °C (100 °F) |
Avg. winter temperature | 04 °C (39 °F) |
ନାର୍ନାଉଲ୍ ଏକ ଭାରତୀୟ ପୌରପାଳିକା ଅଟେ । ଏହା ହରିଆଣାର ମହେନ୍ଦ୍ରଗଡ଼ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାର୍ନାଉଲ୍ ୨୮.୦୪୪୪ ଉତ୍ତର ଅକ୍ଷାଂଶ ଓ ୭୬.୧୦୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୭୭ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାର୍ନାଉଲ୍ ସହରର ମୋଟ ଜନସଂଖ୍ୟା ୬୨୦୯୧ ଅଟେ ।[୨] ସେଥି ମଧ୍ୟରୁ ୫୩.୨୧% ଜଣ ପରୁଷ ହୋଇଥିବା ବେଳେ ୪୬.୭୯% ଜଣ ନାରୀ ଅଟନ୍ତି । ନାର୍ନାଉଲ୍ର ସାକ୍ଷରତା ହାର ୬୭.୮୨% ଅଟେ । ଏହା ଜାତୀୟ ହାରଠାରୁ ୨.୯୮% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୧% ପ୍ରତିଶତ ପୁରୁଷ ଓ ୨୭.୩୦% ନାରୀ ଅଟନ୍ତି । ୧୪.୪୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ନାର୍ନାଉଲ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.