ନାରାୟଣପେଟ୍
ଦେଖଣା
Narayanpet
నారాయణపేట,ناراین پیٹ | |
|---|---|
| Country | India |
| State | Telangana |
| District | Mahbubnagar |
| Government | |
| • MLA | S Rajender Reddy ( TDP ) |
| • MP | AP Jithender Reddy ( TRS ) |
| • Chairperson | Gandhe Anusuya ( BJP ) |
| Population (2011) | |
| • Total | ୪୧,୭୫୨ |
| Languages | |
| • Official | Telugu, Urdu, Marathi, Kannada |
| Time zone | UTC+5:30 (IST) |
| PIN | 509210 |
| Telephone code | 91-08506 |
| ଯାନବାହାନ ପଞ୍ଚୀକରଣ | TS-06 |
| Website | cdma |
ନାରାୟଣପେଟ୍ ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ଆନ୍ଧ୍ର ପ୍ରଦେଶର ମହ୍ୱୁବ୍ନଗର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାରାୟଣପେଟ୍ ୧୬.୭୪୮୦ ଉତ୍ତର ଅକ୍ଷାଂଶ ଓ ୭୭.୪୯୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାରାୟଣପେଟ୍ ସହରର ମୋଟ ଜନସଂଖ୍ୟା ୩୭୫୨୯ ଅଟେ ।[୨] ସେଥି ମଧ୍ୟରୁ ୪୯.୯୨% ଜଣ ପରୁଷ ହୋଇଥିବା ବେଳେ ୫୦.୦୮% ଜଣ ନାରୀ ଅଟନ୍ତି । ନାରାୟଣପେଟ୍ର ସାକ୍ଷରତା ହାର ୫୭.୯୯% ଅଟେ । ଏହା ଜାତୀୟ ହାରଠାରୁ ୬.୮୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୫୨% ପ୍ରତିଶତ ପୁରୁଷ ଓ ୨୪.୪୭% ନାରୀ ଅଟନ୍ତି । ୧୩.୪୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ତେଲୁଗୁ ନାରାୟଣପେଟ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.