ନାବୁମେଟୋନ

ଉଇକିପିଡ଼ିଆ‌ରୁ
ନାବୁମେଟୋନ
Clinical data
Trade namesRelafen, Relifex, Gambaran, others
AHFS/Drugs.commonograph
MedlinePlusa692022
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
Pharmacokinetic data
Protein binding> 99% (active metabolite)
MetabolismLiver, to active metabolite 6-methoxy-2-naphthylacetic acid; 6-MNA
Elimination half-life23 hours (active metabolite)
ExcretionKidney
Identifiers
  • 4-(6-methoxy-2-naphthyl)-2-butanone
ECHA InfoCard100.169.752 Edit this at Wikidata
Chemical and physical data
FormulaC15H16O2
Molar mass୨୨୮.୨୯ g·mol−1
3D model (JSmol)
  • O=C(C)CCc1ccc2c(c1)ccc(OC)c2
  • InChI=1S/C15H16O2/c1-11(16)3-4-12-5-6-14-10-15(17-2)8-7-13(14)9-12/h5-10H,3-4H2,1-2H3 checkY
  • Key:BLXXJMDCKKHMKV-UHFFFAOYSA-N checkY
  (verify)

ନାବୁମେଟୋନ ହେଉଛି ଏକ ନ‌ନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID), ଯାହା ଓଷ୍ଟିଓଆର୍ଥ୍ରାଇଟିସ ଏବଂ ରିଉମାଟଏଡ ଆର୍ଥ୍ରାଇଟିସ୍ ପରି ଅବସ୍ଥାରେ ରୋଗମାନଙ୍କରେ ହେଉଥିବା ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ। [୧] ଯଥାସମ୍ଭବ ଅଳ୍ପ ସମୟ ପାଇଁ ଏହା ବ୍ୟବହାର ସୁପାରିଶ କରାଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ମୁଣ୍ଡ ବୁଲାଇବା, ଫୁଲା, ମୁଣ୍ଡବିନ୍ଧା, ରାସ, କାନନାଦ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ଜନିତ ସମସ୍ୟା, ହୃଦ୍‌ଘାତ,ଖାଦ୍ୟନଳୀ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ, ଆନାଫାଇଲାକ୍‌ସିସ୍ ଏବଂ ହୃଦ୍‌ପାତ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭଧାରଣର ଶେଷ ଭାଗରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା କ‌କ୍ସ-୧ ଓ କ‌କ୍ସ-୨କୁ (COX-1 ଏବଂ COX-2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ନାବୁମେଟୋନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୪ ସପ୍ତାହ ଚିକିତ୍ସା ପାଇଁ ପ୍ରାୟ ୭ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୬ ଡଲାର ଅଟେ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Nabumetone Monograph for Professionals". Drugs.com (in ଇଂରାଜୀ). Archived from the original on 7 March 2021. Retrieved 11 November 2021.
  2. "DailyMed - NABUMETONE tablet, film coated". dailymed.nlm.nih.gov. Archived from the original on 13 November 2021. Retrieved 11 November 2021.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1194. ISBN 978-0857114105.
  4. "Nabumetone Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 21 December 2019. Retrieved 11 November 2021.