ନାବିଲ ଅଲ-ଗର୍ବି

ଉଇକିପିଡ଼ିଆ ରୁ
Jump to navigation Jump to search
Nabil Al-Garbi
ଜନ୍ମ ଓ ଜନ୍ମସ୍ଥାନNovember 3, 1993
Dhamar,[୧] Yemen
ଉଚ୍ଚତା5′ 9″[ଆଧାର ଲୋଡ଼ା]
ଓଜନ୧୪୩ lb (୬୫ kg)[୧]

ନାବିଲ ମହମ୍ମଦ ସାଘିର ଅଲ-ଗର୍ବି(ଜନ୍ମ 3 ନଭେମ୍ବର 1993 ) ହେଉଛନ୍ତି ଜଣେ ଅବସରପ୍ରାପ୍ତ ୟେମେନି ମଧ୍ୟ-ଦୂର ଦୌଡାଳୀ । ସେ ୨୦୦୯ ବିଶ୍ୱ ଯୁବ ଚାମ୍ପିଅନସିପରେ ୩୦୦୦ ମିଟର ଦୌଡରେ ଦ୍ୱାଦଶ ସ୍ଥାନରେ ରହିଥିଲେ। ଏବଂ ସେ ମଧ୍ୟ ୨୦୧୦ ଏସିୟ କ୍ରୀଡ଼ାରେ ୩୦୦୦ ମିଟତ ଦୌଡରେ ଏକାଦଶ ସ୍ଥାନ ପାଇଥିଲେ।

  1. ୧.୦ ୧.୧ "Nabil Al-Garbi". Sports-Reference.com. Retrieved 5 April 2017.